ଜାଳ ପାଇଁ ବଡ଼ ଯାଆକୁ ପିଟିପିଟି ମାରିଦେଲେ ସାନ

ଦେବଗଡ଼,୩।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ ହତ୍ୟାକାଣ୍ଡ। ସାନ ଯାଆ ମାଡରେ ବଡ ଯାଆର ଚାଲିଗଲା ଜୀବନ। ସାମାନ୍ୟ ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ଗୁରୁବାର ସକାଳେ ଗଣ୍ଡଗୋଳ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିବା ବେଳେ ସାନ ଯାଆ ର ମାଡ଼ରେ ବିଧବା ବଡ଼ ଯାଆଙ୍କ ମୃତ୍ୟୁ ହୋଇଛି।

ମୃତ ବଡ ଯାଆ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିର ସ୍ବର୍ଗତ ପ୍ରଦ୍ୟୁମ୍ନ ଭୋଜଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଭୋଜ(55)। ହତ୍ୟା ଅଭିଯୁକ୍ତ ହେଲେ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜ (45)l ଘଟଣା ପରେ ପାଖ ପଡୋଶୀ ଜ୍ୟୋତ୍ସ୍ନାଙ୍କୁ ଅଚେତ ଅବସ୍ଥାରେ ଆଣି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉତ୍ୟକ୍ତ ସାହି ବାସିନ୍ଦା ଅଭିଯୁକ୍ତ ଗୀତାଙ୍କୁ ଅଟକ ରଖିଥିବାବେଳେ ଦେବଗଡ ଆଦର୍ଶ ଥାନା ପୋଲିସ ସେମାନଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚୁରା କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଧାନ ଟଙ୍କା ନ ଦେବାରୁ ଗାଡ଼ି ଅଟକାଇଲେ ଚାଷୀ

ଆନନ୍ଦପୁର,୩ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବଳଦୁଆଁ ଗ୍ରାମର ଚାଷୀଙ୍କଠାରୁ ଧାନ ନେଇ ପଳାଇଯାଇଥିଲା। ୩ ମାସ ପରେ ଗାଡ଼ିକୁ ପାଇ ଅଟକାଇଛନ୍ତ ଚାଷୀ।…

ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩…

ମମତାଙ୍କ ଉପରେ ଶନି-ମଙ୍ଗଳ ଭାରୀ; କେତୁ ନେବେ ନିର୍ଣ୍ଣାୟକ ଭୂମିକା! ଜିତିବେ ନା ହାରିବେ ଦିଦି? ଜାଣନ୍ତୁ କ’ଣ କହୁଛି ଭବିଷ୍ୟବାଣୀ

କୋଲକାତା,୩।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ଏଥର ନିର୍ବାଚନ ଫଳାଫଳ ମମତା ବାନାର୍ଜୀ ଏବଂ ତାଙ୍କ ଦଳ,…

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, କଡ଼ା ଜବାବ ରଖିଲା ତେହରାନ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନି ଶନିବାର…

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

‘ଭାଜପା ୫୦୦-୭୦୦ ଭୋଟରେ ଆଗେଇଲେ ପୁଣିଥରେ ହେବ ଗଣତି!’, TMC କର୍ମୀଙ୍କୁ ବଡ଼ ବାର୍ତ୍ତା ଦେଲେ ମମତା

କୋଲକାତା,୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବୁଥ୍ରେ ବିଜେପି ୫୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri