ପୃଥିବୀର ପ୍ରଥମ ନାଜାଲ କରୋନା ଟିକା ଇନକୋଭାକ ଜାନୁୟାରୀ ୨୬ରୁ ଦିଆଯିବ…

ନୂଆଦିଲ୍ଲୀ,୨୫।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ପୃଥିବୀର ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ-୧୯ ଟିକା ଇନକୋଭାକ ଦେବା ଆରମ୍ଭ କରାଯିବ।

କମ୍ପାନୀର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଇଲା ଏହି ସୂଚନା ଦେଇଛନ୍ତି। ଭୋପାଳରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲ (ଆଇଏସଏଫ) ରେ ଛାତ୍ରୀଛାତ୍ରମାନଙ୍କ ସହ କଥାବାର୍ତ୍ତା କରି ଇଲା କହିଛନ୍ତି ଯେ ଗୋରୁମାନଙ୍କୁ ଚର୍ମ ରୋଗରୁ ରକ୍ଷା କରିବା ପାଇଁ ଆସନ୍ତା ମାସରେ ସ୍ବଦେଶୀ ବିକଶିତ ଟିକା ଲମ୍ପି ପ୍ରୋଭାକିଣ୍ଡ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଇଲ୍ଲା କହିଛନ୍ତି ଭାରତ ବାୟୋଟେକ ଗତ ବର୍ଷ ଡିସେମ୍ବରରେ ଘୋଷଣା କରିଥିଲା ଯେ ଇଣ୍ଟ୍ରାନାସାଲ ଟିକା ବିକ୍ରି କରିବ।

ସରକାର ଏହାର ପ୍ରତି ଡୋଜକୁ ୩୨୫ ଟଙ୍କାରେ ବିକ୍ରି କରିବେ। ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ଡୋଜ ପିଛା ୮୦୦ଟଙ୍କା ଦେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ୍କ ଏହାକୁ ନେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ...

ରେସିଡେଣ୍ଟ ଡାକ୍ତରଙ୍କ ବିବରଣୀ ମାଗିଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୮।୯: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ବିଷୟରେ ବିସ୍ତୃତ ସୂଚନା ମାଗି ଏକ ବିଜ୍ଞପ୍ତି ଜାରି...

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ,  ଆପ୍‌ ଏବଂ...

ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି

କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି।...

ଭାଜପାକୁ ଲାଗିବ ବଡ ଝଟ୍‌କା! ‘ଜୋ ରାମ କୋ ଲାୟେ ହୈ’ର ଗାୟକ ଧରିବେ ହାତ!

ଚଣ୍ଡିଗଡ଼,୮।୯: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଭାଜପାକୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଜଣାଶୁଣା ଗାୟକ କାହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ...

ରୁଷିଆ ଯିବେ ଏନଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ,୮।୯: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ...

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri