Posted inଫୁରସତ

୬୭ ପବ୍‌ରେ ମଦ ପିଇ ୱାଲର୍‌ଡ ରେକର୍ଡ

ଲଣ୍ଡନ: ୱାଲର୍‌ଡ ରେକର୍ଡ କରିବା ନିଶାରେ ଅନେକ ବ୍ୟକ୍ତି ଅଜବ କାମ କରିବାକୁ ପଛାଇ ନ ଥାନ୍ତି। ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ବ୍ରିଟେନ୍‌ରେ ରହୁଥିବା ୨୨ ବର୍ଷୀୟ ନାଥନ କ୍ରିମ୍ପ ୱାଲର୍‌ଡ ରେକର୍ଡ କରିବା ପାଇଁ ଦୌଡି ଦୌଡି ଯାଇ ୬୭ ପବ୍‌ରେ ନିଶା ସେବନ କରିଛନ୍ତି। ଏଥିପାଇଁ ସେ ୧୭ ଘଣ୍ଟା ସମୟ ନେଇଥିଲେ। ପରେ ଏଭଳି ଅଜବ ୱାଲର୍‌ଡ ରେକର୍ଡ ତାଙ୍କ ନାଁରେ କରିଥିଲେ। ସେ ପ୍ରଥମେ ୨୫ ପବ୍‌ରେ କମ୍‌ ଆଲ୍‌କୋହଲ ଥିବା ନିଶା ଏବଂ ପରେ ୧୫ ପବ୍‌ରେ ଅଧିକ ନିଶାଯୁକ୍ତ ମଦ୍ୟପାନ କରିଥିଲେ। ଗୋଟେ ପବ୍‌ରୁ ନିଶା ସେବନ ପରେ ତାଙ୍କୁ ଅନ୍ୟ ଏକ ପବ୍‌କୁ ଦୌଡିବାକୁ ପଡୁଥିଲା। ତାଙ୍କୁ ପ୍ରତ୍ୟେକ ସ୍ଥାନରୁ କିଛି ନା କିଛି ସେବନ କରିବାର ଥିଲା। ଏଥିପାଇଁ ଜଣେ ସାକ୍ଷ୍ୟ ତାଙ୍କ ସହ ପବ୍‌କୁ ଯାଇଥିଲେ। ସେଠାରୁ ସେ ରସିଦ୍‌ ମଧ୍ୟ ସଂଗ୍ରହ କରିଥିଲେ। ନାଥନଙ୍କ ପୂର୍ବରୁ ଗାରେଥ ମର୍ଫି ଏହି ରେକର୍ଡର ଅଧିକାରୀ ଥିଲେ। ସେ ୧୭ ଘଣ୍ଟା ମଧ୍ୟରେ ୫୬ ପବ୍‌ରୁ ମଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପାଇଁ ଟେନ୍‌ସନ

ଆନନ୍ଦ ଏଲ. ରାଇଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଗୋଟିଏ ପଟରେ ପ୍ରଯୋଜକ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଇବାକୁ ଚାହୁଁଥିବା...

ଭାଇରାଲ ହେଉଛି ବିବାହ ମେନୁ, ଲୋକେ ଭାବୁଛନ୍ତି ଆଧାରକାର୍ଡ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାକୁ ସ୍ବତନ୍ତ୍ର କରିବାକୁ ନେଇ ଲୋକେ ଭଳିକି ଭଳି ଉପାୟ ଆପଣାଇଥାନ୍ତି। ହେଲେ ପଶ୍ଚିମବଙ୍ଗର ଏକ...

ଭୋକିଲା ବାଘ ମୁହଁରୁ ଏମିତି ଉପାୟରେ ସାଙ୍ଗକୁ ଛଡାଇ ଆଣିଲା ଜେବ୍ରା: ଚମକିଗଲା ମହାବଳ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ

ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ...

୯ ଦେଶରେ ନାହାନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨ା୪: କରୋନାକୁ ନେଇ ବିଶ୍ୱବାସୀ ଏବେ ଚିନ୍ତାରେ। ୧୯୯ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ଏହି କରୋନା କବଳରେ ରୁନ୍ଧି ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ ୯ଟି...

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା...

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର...

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ...

Advertisement
Archives

Model This Week