Advertisement
Posted inଖେଳ

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୨ ତମ ମ୍ୟାଚରେ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ଏହା ହେଉଛି ସୁପର -୧୨ ରାଉଣ୍ଡର ଶେଷ ମ୍ୟାଚ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ଚାରିଟି ମ୍ୟାଚରୁ ସେ ୬ପଏଣ୍ଟ ପାଇଛନ୍ତି। ଜିମ୍ବାୱେ ବିପକ୍ଷରେ ଜିତିଲେ ସୁପର-୧୨ ଶୀର୍ଷରେ ରହିବ। ପରାଜିତ ହେଲେ ଦ୍ୱିତୀୟ ସ୍ଥାନରେ ରହିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାର୍ଗିସ ଏରଭାଇନଙ୍କ ନେତୃତ୍ୱରେ ଜିମ୍ବାଓ୍ବେ ଦଳ ବୋଲିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଟିମ୍‌ ଇଣ୍ଡିଆ ୫ ଓ୍ବିକେଟ ହରାଇ ୧୮୬ ରନ୍‌ କରିଛି। ଫଳରେ ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ଶାମିଙ୍କ ସ୍ଥାନରେ ଉମେଶ

ନୂଆଦିଲ୍ଲୀ, ୧୮ା୯:ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଲାଗି ଭାରତୀୟ କ୍ରିକେଟ ଦଳରେ ଭେଟେରାନ ସିମର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ...

ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର

ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ବ୍ୟାଟିଂ କଲା...

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର...

ଲେଭଲ୨ କୋଚିଂ ପ୍ରଶିକ୍ଷଣ ନେଉଛନ୍ତି ମିସ୍‌ବା, ଆଜମଲ

ଲାହୋର,୨୭।୫- ଭବିଷ୍ୟତରେ କୋଚ୍‌ ହେବା ଲାଗି ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କ ସମେତ ପାକିସ୍ତାନର ୧୩ ଜଣ ପୂର୍ବତନ କ୍ରିକେଟର ଜାତୀୟ କ୍ରିକେଟ...

ରାଜ୍ୟସ୍ତରୀୟ ପାରା ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ୨ ଦିନିଆ ରାଜ୍ୟସ୍ତରୀୟ ପାରା ସୁଇମିଂ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି।...

ଅବିଶ୍ୱସନୀୟ କ୍ୟାଚ୍‌! ଅଷ୍ଟ୍ରେଲିଆ ବିପକ୍ଷରେ ଫିଲିପ୍ସ ହେଲେ ‘ସୁପରମ୍ୟାନ୍‌’…

ସିଡନୀ,୨୨।୧୦: ଅଷ୍ଟ୍ରେଲିଆରେ ଚାଲୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର...

ବିଳମ୍ବ ପାଇଁ ଚାଲିଗଲା ଉଇକେଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଅନ୍ତିମ ଦିନରେ ଭାରତକୁ ୯ ଉଇକେଟ ଦରକାର। ମ୍ୟାଚ୍‌ର ଚତୁର୍ଥ...

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍‌ତାନର ସୁଲତାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ...

Advertisement
Archives

Model This Week