Posted inଜାତୀୟ

ଓ୍ବିକିପେଡିଆ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୧: ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ସୋର୍ସରୁ ମିଳୁଥିବା ସୂଚନାକୁ ନେଇ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏଭଳି ସ୍ରୋତର ତଥ୍ୟ କ୍ରାଉଡ୍‌ ସୋର୍ସ ଆଧାରିତ, ଯାହାକୁ ୟୁଜର୍ସ ମଧ୍ୟ ଏଡିଟ୍‌ କରିପାରନ୍ତି। ତେଣୁ ବିଭ୍ରାନ୍ତିକର ତଥ୍ୟ ଯୋଗାଣ କରୁଥିବା ଏପରି ସୋର୍ସ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜ୍ଞାନ ଆହରଣ କ୍ଷେତ୍ରରେ ସାରା ବିଶ୍ୱରେ ଓ୍ବିକିପେଡିଆ ଭଳି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକର ଉପଯୋଗିତା ରହିଛି। କିନ୍ତୁ ଆଇନଗତ ବିବାଦ ସମାଧାନରେ ଏହାର ବ୍ୟବହାର କରିବା ବିପଦମୁକ୍ତ ନୁହେଁ ବୋଲି ଏକ ମାମଲାର ରାୟ ଶୁଣାଇବାବେଳେ ଖଣ୍ଡପୀଠ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ...

ମଧ୍ୟପ୍ରଦେଶରେ ‘ଶ୍ରୀକାନ୍ତ ତ୍ୟାଗୀ’, ଅବସରପ୍ରାପ୍ତ ସେନାଙ୍କୁ ପିଟିଲେ ଭାଜପା ନେତା

ଭୋପାଳ,୧୦ ।୮: ଉତ୍ତର ପ୍ରଦେଶ ନୋଏଡାରେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରି ଚର୍ଚ୍ଚାକୁ ଆସିଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଭଳି ମାମଲା ଏବେ ମଧ୍ୟପ୍ରଦେଶର ରିୱାରେ ଦେଖିବାକୁ...

ଫେରିବେ ସିଦ୍ଧୁ!

ନୂଆଦିଲ୍ଲୀ,୩ ।୧: ପାଖାପାଖି ୨ ବର୍ଷ ହେବ କଂଗ୍ରେସଠାରୁ ଦୂରେଇ ରହିଥିବା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପୁଣିଥରେ ଦଳକୁ ଫେରିବେ ବୋଲି ଶୁଣିବାକୁ...

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ...

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ...

ବଢ଼ିଲା ଆୟକର ରିଟର୍ନ ଅବଧି: ବିଦ୍ୟୁତ ବିତରଣ କମ୍ପାନୀକୁ ୯୦ହଜାର କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ମୁକାବିଲା କରୁଥିବା ଭାରତ ଅର୍ଥନୀତିକୁ ସୁଦୃଢ଼ ଏବଂ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମଙ୍ଗଳବାର...

ଶ୍ରୀନଗର ଏନକାଉଣ୍ଟର: ଲସ୍କରର ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୧୦୦ ଆତଙ୍କବାଦୀ ସଫା

ଜମ୍ମୁ,୧୪ ।୬: ଶ୍ରୀନଗର ସହରରେ ଲଗାତାର ଦ୍ୱିତିୟ ଦିନ ଅର୍ଥାତ୍ ସୋମବାର ସୁରକ୍ଷାର୍କମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

ସର୍ବସହମତିରେ ପ୍ରାର୍ଥୀ ହେବା ଭଲ: ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଥିବା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଦଳର ସର୍ବସହମତିରେ ପ୍ରାର୍ଥୀ ହେବା ଭଲ ବୋଲି...

Advertisement
Archives

Model This Week