ବିବାହ ପରେ କାହିଁକି ପାଉଁଜି-ଝୁଣ୍ଟିଆ ପିନ୍ଧିଥାନ୍ତି ମହିଳା? ଜାଣନ୍ତୁ ଏହା ପଛରେ ଥିବା ଧାର୍ମିକ-ବୈଜ୍ଞାନିକ ମାନ୍ୟତା ବିଷୟରେ…

ଭାରତୀୟ ପରମ୍ପରାରେ ପାଉଁଜି ଏବଂ ଝୁଣ୍ଟିଆର ବଡ଼ ମହତ୍ତ୍ୱ ରହିଛି। ହିନ୍ଦୁ ମହିଳାମାନେ ବିବାହ ପରେ ନାନାଦି ଶୃଙ୍ଗାର କରିଥାନ୍ତି। ଏହାପଛରେ ଧାର୍ମିକ ମହତ୍ତ୍ୱ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବର୍ତ୍ତମାନର ସମୟରେ ଲୋକମାନେ ନିଜର ପୋଷାକ ପରିଧାନରେ ପରିବର୍ତ୍ତନ କରିଛନ୍ତି ସତ ହେଲେ ରୀତିନୀତି ପୂର୍ବବତ୍‌ ରହିଛି। ଆଜିର ଆଲୋଚନାରେ ଜାଣିବା ପାଦରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିବାର ମହତ୍ତ୍ୱ ବିଷୟରେ।

ହିନ୍ଦୁ ଧର୍ମରେ ବିବାହ ପରେ ଜଣେ ମହିଳା ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିଥାନ୍ତି। କାରଣ ଏହା ସଧବାର ଶୃଙ୍ଗାର ବୋଲି କୁହାଯାଏ। ହେଲେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ଝୁଣ୍ଟିଆ: ଏହାକୁ ଦୁଇ ପାଦର ଆଙ୍ଗୁଠିରେ ପିନ୍ଧିବାର ପ୍ରଥା ରହିଛି। ବିଶେଷକରି ମହିଳାମାନେ ପାଦର ଦ୍ୱିତୀୟ ଏବଂ ତୃତୀୟ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଥାନ୍ତି। ଏପରି କରିବା ଦ୍ୱାରା ପ୍ରଜନନ କ୍ଷମତା ମଜଭୂତ ହୋଇତାଏ। ଏହାସହ ଗର୍ଭାଶୟର ରକ୍ତଚାପ ସନ୍ତୁଳିତ ରହିଥାଏ। ଏହାଛଡ଼ା ଝୁଣ୍ଟିଆ ସାଇଟିକା ଶିରାକୁ ଦବାଇଥାଏ। ଏହା ଅନ୍ୟ ଶିରାରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଫଳରେ ଗର୍ଭାଶୟ, ବ୍ଲାଡର ଆଦିରେ ରକ୍ତପ୍ରବାହକୁ ନିୟନ୍ତ୍ରଣ କରିଥାଏ। ଉଭୟ ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଅନିୟମିତ ଋତୁସ୍ରାବ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ପାଉଁଜି: ଆଜିକାଲିର ଯୁବତୀ ବିବାହ ପୂର୍ବରୁ ପାଉଁଜି ପିନ୍ଧୁଛନ୍ତି। ହେଲେ ଧାର୍ମିକ ମାନ୍ୟତାନୁଯାୟୀ ପାଉଁଜି ସଧବାର ଶୃଙ୍ଗାର ମଧ୍ୟରୁ ଗୋଟିଏ। ହେଲେ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ପାଦରେ ପାଉଁଜି ପିନ୍ଧିଲେ ହାଡ଼ ମଜଭୂତ ହୋଇଥାଏ। ଏହାଛଡ଼ା ଗର୍ଭଧାରଣ ସମୟରେ ମହିଳାଙ୍କ ପାଦ ଫୁଲୁଥିଲେ ପାଉଁଜି ପିନ୍ଧିବା ଦ୍ୱାରା ଏହା ଦୂର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri