Posted inଫୁରସତ

ଜାଣନ୍ତି ରେଳ ଟ୍ରାକ୍‌ରେ କାହିଁକି ଲାଗେ ନାହିଁ କଳଙ୍କି

ସାଧାରଣତଃ ଘରେ ଥିବା ଲୁହା ଜିନିଷଗୁଡ଼ିକରେ କିଛିଦିନ ପରେ କଳଙ୍କି ଲାଗିଯାଏ। ମାତ୍ର ରେଳ ଟ୍ରାକ୍‌ ଲୁହାରେ ନିର୍ମିତ ହୋଇଥିଲେ ମଧ୍ୟ ଟିକେ ବି କଳଙ୍କି ଲାଗେ ନାହିଁ। ଏହା ଖରା ବର୍ଷାରେ ସେମିତି ଚିକ୍‌ ଚିକ୍‌ କରୁଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଲୁହା ଏକ ଶକ୍ତିଶାଳୀ ଧାତୁ। ଲୌହ ପଦାର୍ଥ ଅମ୍ଳଜାନ ଏବଂ ଆର୍ଦ୍ରତାର ସଂସ୍ପର୍ଶରେ ଆସେ, ତା’ପରେ ଏହା ସହିତ ପ୍ରତିକ୍ରିୟା କରି କିଛି ଅବାଞ୍ଛିତ ଯୌଗିକ ସୃଷ୍ଟି କରେ ଏବଂ ଧୀରେ ଧୀରେ ଖରାପ ହେବାକୁ ଲାଗେ। ସେହି ସମୟରେ ଏହାର ରଙ୍ଗ ମଧ୍ୟ ବଦଳିଯାଏ। ଏହାକୁ ଲୁହାର କଳଙ୍କି କୁହାଯାଏ।

ଅନେକ ଲୋକ ଭାବିଥାନ୍ତି ଟ୍ରାକ୍‌ରେ ଚକଗୁଡ଼ିକର ଘର୍ଷଣ ଶକ୍ତି ହେତୁ କଳଙ୍କି ହୁଏ ନାହିଁ, କିନ୍ତୁ ତାହା ନୁହେଁ । ରେଳ ଟ୍ରାକ୍‌ ତିଆରି ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଇସ୍ପାତ ବ୍ୟବହୃତ ହୁଏ। ଷ୍ଟିଲ ଏବଂ ମାଙ୍ଗାନିଜ ମିଶ୍ରଣ କରି ଟ୍ରେନ ଟ୍ରାକ୍‌ ପ୍ରସ୍ତୁତ ହୋଇଥାଏ। ଇସ୍ପାତ ଏବଂ ମାଙ୍ଗାନିଜର ଏହି ମିଶ୍ରଣକୁ ମାଙ୍ଗାନିଜ ଷ୍ଟିଲ କୁହାଯାଏ। ଏହି କାରଣରୁ, ଅକ୍ସିଡେସନ ହୁଏ ନାହିଁ ଏବଂ ଏହା ବହୁ ବର୍ଷ ପର୍ଯ୍ୟନ୍ତ କଳଙ୍କି ଲାଗେ ନାହିଁ।

ଯଦି ରେଳ ଟ୍ରାକ୍‌ ସାଧାରଣ ଲୁହାରେ ତିଆରି ହୁଏ, ତେବେ ବାୟୁର ଆର୍ଦ୍ରତା ହେତୁ ଏହା କଳଙ୍କି ଲାଗିପାରେ। ଏହି କାରଣରୁ, ଟ୍ରାକ୍‌ଗୁଡ଼ିକୁ ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ିବ ଏବଂ ଟ୍ରେନ୍‌ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିବ। ତେଣୁ ରେଳବାଇ ଏହି ଟ୍ରାକ୍‌ ନିର୍ମାଣରେ ବିଶେଷ ସାମଗ୍ରୀ ବ୍ୟବହାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଦରଦୀ ବନ୍ଧୁ

ଶିଶୁ ହସିଲେ ଦେଶ ହସିବ। ଶିଶୁମାନେ ଦେଶର ଭବିଷ୍ୟତ। କିନ୍ତୁ ବେଳେବେଳେ ସମୟ କାହାରିକୁ କେମିତି ପରିସ୍ଥିତିର ସମ୍ମୁଖୀନ କରାଇଥାଏ। ଏଥିଯୋଗୁ କେତେକ ଶିଶୁଙ୍କ ଭବିଷ୍ୟତ...

ଅନଲାଇନ୍‌ ମିଟିଂରେ କାନରୁ ମଇଳା ବାହାର କରି ଖାଇଲେ ମେୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲଣ୍ଡନ, ୫।୧୨: ଲଣ୍ଡନ ମହାନଗର ନିଗମ ପକ୍ଷରୁ ଏକ ଅନଲାଇନ୍‌ରେ ମିଟିଂ ଚାଲିଥିଲା। ହଠାତ୍‌ ଡେପୁଟି ମେୟର ଜୁଲିୟନ୍‌ ବେଞ୍ଜାମିନ୍‌ ନିଜ କାନରୁ ମଇଳା ବାହାର...

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଦୁନିଆର ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ସମସ୍ତଙ୍କର ନିଜର ବ୍ୟବସାୟ କିମ୍ବା ଚାକିରି ଅଛି, ଯାହା ସେମାନଙ୍କୁ ସଫଳତା ଆଡ଼କୁ...

ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍‌ ଲାଇଟ୍‌

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍‌ ସି ଅର୍ଥାତ୍‌ ମୃତ ସମୂଦ୍ର। ଏଠାରେ କୌଣସି...

ପାଣି ବଦଳରେ ଟ୍ୟାପ୍‌ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ...

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର...

ସ୍ବାଭିମାନର ସୌଦାଗର

ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ।...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

Advertisement
Archives

Model This Week