Posted inଜାତୀୟ

ରାମଙ୍କ ପୂର୍ବରୁ ହନୁମାନ ଜୀଙ୍କ ଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ। ରାମଲଲାଙ୍କ ଦର୍ଶନ ପୂର୍ବରୁ ସେ ହନୁମାନଗଢୀ ଯିବେ। ଏହା ପୂର୍ବରୁ ପରମ୍ପରା ରହିଛି। ଯାହାକୁ ପାଳନ କରିବେ ମୋଦି। ହନୁମାନଗଢୀ ପ୍ରଭୁ ହନୁମାନଙ୍କ ଘର। ଏହା ଅଯୋଧ୍ୟାର ପ୍ରମୁଖ ଏବଂ ପ୍ରସିଦ୍ଧ ହନୁମାନ ମନ୍ଦିର।ସେଠାରେ ୬ ଇଞ୍ଚ୍‌ ବାଲ୍‌ ହନୁମାନଙ୍କ ପ୍ରତିମୂର୍ତ୍ତି ଅଛି। ହନୁମାନଗରୀ ଏକ କୁଦ ଉପରେ ଅବସ୍ଥିତ। ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୭୬ଟି ପାହାଚ ଚଢିବାକୁ ପଡିବ। ମୁଖ୍ୟ ମନ୍ଦିରରେ ବାଲ ହନୁମାନଙ୍କ ସହିତ ତାଙ୍କ ମା ଅଞ୍ଜନୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ମନ୍ଦିରର କାନ୍ଥରେ ହନୁମାନ ଚାଳିସା ଅଙ୍କିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ...

କରୋନାରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଗଲେ ଚୋର, ଆଉ ତା’ପରେ

କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର...

ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ

ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ...

ଜଗନ୍ନାଥମୟ ଦିଲ୍ଲୀ

ନୂଆଦିଲ୍ଲୀ,୨।୭: କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭାରତର ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଧାର୍ମିକ ରୀତିନୀତି ଅନୁଯାୟୀ ମହା ଆଡ଼ମ୍ବରରେ ପାଳିତ...

ମୋଦିଙ୍କ ବିଜୟ ରଥକୁ ରୋକିବାକୁ କଂଗ୍ରେସ ଖେଳିବ ସଂରକ୍ଷଣର ମାଷ୍ଟରଷ୍ଟ୍ରୋକ

ହାଇଦ୍ରାବାଦ,୧୭।୯: ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଜୟ ରଥକୁ ରୋକିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଗଲାଣି। I.N.D.I.A...

୧୪୪ ଆସନ ନ ମିଳିଲେ ଭାଜପା ସହ ମେଣ୍ଟ କରିବନି ଶିବସେନା

ମୁମ୍ବାଇ,୧୯।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଏମିତିକି ପ୍ରାୟ ସବୁ...

ଆଦିଯୋଗୀ ମୂର୍ତ୍ତି ଉନ୍ମୋଚନକୁ ଅନୁମତି

ବେଙ୍ଗାଲୁରୁ,୧୪।୧: ବିବାଦ ମଧ୍ୟରେ ତାମିଲନାଡ଼ୁର ଚିକ୍କାବଲ୍ଲପୁର ଜିଲା ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ମୂର୍ତ୍ତି ଉନ୍ମୋଚନ ଲାଗି କର୍ନାଟକ ହାଇକୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି।...

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ...

Advertisement
Archives

Model This Week