୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ କଲୋମ୍ବୋ ସମେତ କେତେକ ସହରରେ ବିଦ୍ୟୁତ୍‌ ସଂଯୋଗ ପୂର୍ବଭଳି ହୋଇଥିଲା। ତେବେ ଏବେ ସୁଦ୍ଧା ଦେଶର ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ସମ୍ଭବ ହୋଇ ପାରି ନ ଥିବା କୁହାଯାଉଛି। ସାରା ଦେଶ ଅନ୍ଧାରରେ ଥିବା ସମୟରେ ସେଲୁନ୍‌ରେ କ୍ୟାଣ୍ଡେଲ ଆଲୋକରେ କେଶ କଟା ଯାଉଥିବାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି...

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ...

ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି...

ପର୍ଯ୍ୟଟନସ୍ଥଳୀ: ବ୍ରାହ୍ମଣ କୁଣ୍ଡ

ମୟୂରଭଞ୍ଜ ଜିଲା ଶିମିଳିପାଳର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ସୁଉଚ୍ଚ ବୃକ୍ଷର ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସବୁଜିମା ଆକର୍ଷିତ କରେ ପର୍ଯ୍ୟଟକଙ୍କୁ। ଏହାରି ମଧ୍ୟରେ ଅପୂର୍ବ...

ବାଘ ଛୁଆର ନାମ ‘ହିମା’

ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍‌ରେ ୫ଟି ଗୋଲ୍ଡ...

କୁକୁର ୫ ଛୁଆ ଜନ୍ମ ଦେଲା ବୋଲି ଛପା ହେଲା ନିମନ୍ତ୍ରଣ କାର୍ଡ; ଯାହା ଲେଖାଥିଲା ଜାଣିଲେ…

ଚିତ୍ରକୂଟର ଖୋହିରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୁଲି ନାମକ ଏକ କୁକୁର ୫ଟି ଛୁଆ ଜନ୍ମଦେବାରୁ ବେଶ୍‌ ଧୂମଧାମରେ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଏପରିକି...

ପୃଥିବୀ ସାରା ଟୁଇଟର ଡାଉନ୍‌: ଟୁଇଟ୍‌ ଏବଂ ନୋଟିଫିକେଶନ୍‌ରେ ବିଳମ୍ବ

ଓ୍ବାଶିଂଟନ,୨।୧୦: ପୃଥିବୀ ସାରା ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଟୁଇଟର ଡାଉନ୍‌ ହୋଇଯାଇଛି। ଫଳରେ ଟୁଇଟ୍‌ କରିବା ଏବଂ ନୋଟିଫିକେଶନ୍‌ରେ ବିଳମ୍ବ ହେଉଥିବା ବ୍ୟବହାରକର୍ତ୍ତାମାନେ ଅଭିଯୋଗ କରିଛନ୍ତି।...

କ୍ଷୀର ବ୍ୟବସାୟ ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ରର କୃଷକ

ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କର ଭ୍ରୁକୁଞ୍ଚନ କରିଛି । ମହାରାଷ୍ଟ୍ରର ଭିବଣ୍ଡିରେ ରହୁଥିବା ଜଣେ କୃଷକ ହେଲିକପ୍ଟର କିଣିଛନ୍ତି । ମିଳିଥିବା ସୂଚନା...

Advertisement
Archives

Model This Week