୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ କଲୋମ୍ବୋ ସମେତ କେତେକ ସହରରେ ବିଦ୍ୟୁତ୍‌ ସଂଯୋଗ ପୂର୍ବଭଳି ହୋଇଥିଲା। ତେବେ ଏବେ ସୁଦ୍ଧା ଦେଶର ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ସମ୍ଭବ ହୋଇ ପାରି ନ ଥିବା କୁହାଯାଉଛି। ସାରା ଦେଶ ଅନ୍ଧାରରେ ଥିବା ସମୟରେ ସେଲୁନ୍‌ରେ କ୍ୟାଣ୍ଡେଲ ଆଲୋକରେ କେଶ କଟା ଯାଉଥିବାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି

ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍‌କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା...

ଆମେରିକାକୁ ଉଜାଡିଦେଲା ବାତ୍ୟା

ମେଫିଲ୍ଡ, ୧୨।୧୨: ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପ୍ରଳୟଙ୍କରୀ ବାତ୍ୟାରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି।...

ଫିଲ୍ମ ଷ୍ଟାଇଲ୍‌ରେ ପାକିସ୍ତାନ ଯୁବକ ଇଣ୍ଟରନେଟ୍‌ରେ ଖୋଜିଲେ ଭାରତୀୟଙ୍କ ମନିପର୍ସ, ଆଉ ତା’ ପରେ…

ଇସଲାମାବାଦ,୯ା୮: ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ କେତେ ଶକ୍ତିଶାଳୀ ମାଧ୍ୟମ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପାକିସ୍ତାନୀ ଯୁବକ ରାସ୍ତାରେ ପଡ଼ିଥିବା ଏକ...

କାଉର ଏପରି ନାଚ ଦେଖିଲେ, ଅଟକିଯିବେ ଘଡ଼ିଏ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏଥର ଶୁଭିଲାନି ବୋଲ୍‌ ବମ୍‌

ପୁଣି ଶ୍ରାବଣ ମାସ ଆସିଛି, ବର୍ଷା ପାଣିରେ ଶୁଖିଲା ନଈ ଭରିଯାଇଛି, ଚାରିଆଡ଼େ ଶୈବପୀଠ ବି ଅଛି। ହେଲେ ନା ଅଛି ଦଳଦଳ ହୋଇ ବାହୁଙ୍ଗିରେ...

ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରଙ୍କ ମୁହଁରେ କାଶିଲେ କରୋନା ରୋଗୀ: କହିଲେ ଏଭଳି କିଛି

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ...

ପୋଲାଣ୍ଡରେ ଗର୍ଭପାତ ଆଇନକୁ ବିରୋଧ

ଓ୍ବାର୍ସା,୩ା୧୧: ଭ୍ରୂଣଗତ ତ୍ରୁଟି କାରଣରୁ ଗର୍ଭପାତ ଅସାମ୍ବିଧାନିକ ବୋଲି ପୋଲାଣ୍ଡର ଏକ ଅଦାଲତ ରାୟ ଦେବା ପରେ ଏହା ବିରୋଧରେ ସେଠାରେ ବିକ୍ଷୋଭ ଜୋର୍‌ଦାର ହୋଇଛି।...

୩ ହଜାର ଡଲାରର ଭଡ଼ାଘର ପରି ଜେଲ୍‌: ଫଟୋ ଭାଇରାଲ୍‌

ଜେଲ୍‌ ବିଷୟରେ ଶୁଣିଲେ ଲୋକଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ ହୁଏ। ଲୋକେ ଏହାକୁ ଏକ କାଳ କୋଠରି ଭାବି ନିଅନ୍ତି। ତେବେ ସୋସିଆଲ ମିଡିଆରେ...

Advertisement
Archives

Model This Week