Posted inଜାତୀୟ

ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର

ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଚେତାବନୀ ଦେଇଛନ୍ତି କୃଷକ ନେତା। ଯଦି ସମାଧାନ ନ ହୁଏ, ତେବେ ଆନ୍ଦୋଳନ ଆହୁରି ତେଜିବ। ବୈଠକରେ ନେତାମାନେ କୃଷି ଆଇନ ରଦ୍ଦ କରିବା ଏବଂ ଫସଲ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି...

ମାଆ ହେବାକୁ ଯାଉଛନ୍ତି ଜୈସଲମେର କଲେକ୍ଟର ଟିନା ଡାବି, ପତ୍ର ଲେଖି ମାଗିଲେ ଛୁଟି

ଜୈଲସମେର,୩୦।୬: ଜୈସଲମେର କଲେକ୍ଟର ତଥା ଆଇଏଏସ ଟିନା ଡାବି ଏବେ ଗର୍ଭବତୀ। ସେ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି। ଏଥିପାଇଁ ସେ ସରକାରଙ୍କୁ ପତ୍ର ଲେଖି...

୨୦୨୨ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଅଣ୍ଟାଭିଡ଼ା: ପରାଜୟରୁ ଶିକ୍ଷା ଲାଭ କରିବାକୁ କହିଲେ ମୋଦି…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଭାଜପା ପକ୍ଷରୁ ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁଥିବା ବିଧାନସଭା...

ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଇଡିର ସମନ

ହାଇଦ୍ରାବାଦ,୧୪।୯: ଦିଲ୍ଲୀ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆରଏସ ନେତା କବିତାଙ୍କୁ ଶୁକ୍ରବାର ହାଜର ହେବା ପାଇଁ ସମନ ଜାରି କରିଛି। ଅଧିକାରୀମାନେ ଗୁରୁବାର...

ତାମିଲନାଡ଼ୁ ସ୍କୁଲରେ ମୋବାଇଲ ବ୍ୟାନ୍‌

ଚେନ୍ନାଇ, ୧୫ା୬: ତାମିଲନାଡ଼ୁ ସ୍କୁଲରେ ଛାତ୍ରୀଛାତ୍ର ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସ୍କୁଲକୁ ମୋବାଇଲ ଆଣିଲେ ଏହାକୁ ଜବତ କରାଯିବ ଏବଂ ଆଉ ଫେରସ୍ତ...

ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅମିତ ଶାହା ଯଥେଷ୍ଟ, ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ…

ମୁମ୍ବାଇ,୨୨।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର କହିଛନ୍ତି, ଜାତି ହିଂସା ପ୍ରଭାବିତ ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେସିଆର

ବେଙ୍ଗାଲୁରୁ,୨୬।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜନତା ଦଳ(ସେକ୍ୟୁଲାର)ର ମୁଖ୍ୟ ଏଚ୍‌ଡି ଦେବେଗୌଡାଙ୍କୁ କର୍ନାଟକ ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ...

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇର ‘ସ୍ପେଶାଲ ୫୩’ ଟିମ, ୨୯ ମହିଳା ଅଧିକାରୀ ସାମିଲ

ନୂଆଦିଲ୍ଲୀ,୧୭।୮: ମଣିପୁରରେ ହୋଇଥିବା ଜାତୀୟ ହିଂସାର ଯାଞ୍ଚ ପାଇଁ ବୁଧବାର ବିଭିନ୍ନ ର଼୍ୟାଙ୍କର ୨୯ ମହିଳା ଅଧିକାରୀ ସମେତ ୫୩ ଅଧିକାରୀଙ୍କ ସୂଚି ଜାରି କରାଯାଇଛି।...

Advertisement
Archives

Model This Week