Posted inଜାତୀୟ

ପଶ୍ଚିମବଙ୍ଗ ଭୋଟ: ବନ୍ଧୁକ ଧରି ବୁଲିଲେ ପ୍ରାର୍ଥୀ

କୋଲକାତା, ୧୭।୪: ପଶ୍ଚିମବଙ୍ଗରେ ଶନିବାର ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ୭୮.୩୬ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ୍‌ ଅଫତାବ ସୂଚନା ଦେଇଛନ୍ତି। ଜଲପାଇଗୁଡ଼ିରେ ସର୍ବାଧିକ ୮୧.୭୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପୂର୍ବ ବର୍ଦ୍ଧମାନରେ ୮୧.୭୨, ନଦିଆରେ ୮୧.୫୭, ଉତ୍ତର ୨୪ ପ୍ରଗଣାରେ ୭୪.୮୩, ଦର୍ଜିଲିଂରେ ୭୪.୩୧ ଏବଂ କଲିମପୋଙ୍ଗରେ ୬୯.୫୬ ପ୍ରତିଶତ ମତଦାନ ହୋଇଛି। ଗଣ୍ଡଗୋଳ ଅଭିଯୋଗରେ ୧୨୩ ଜଣଙ୍କୁ ଗିରଫ କରାଯାଇଛି। ଦେଶୀ ବନ୍ଧୁକ ଧରି ଏକ ବୁଥ୍‌ ବାହାରେ ବୁଲୁଥିବା ସ୍ବାଧୀନ ପ୍ରାର୍ଥୀ କୌଶିକ ଦଶପରାଙ୍କୁ ପୋଲିସ ଗିରଫ କରିଥିଲା। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଲାଗି ୮୫୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ...

ଡ୍ରଗ୍ସ ଚୋରା କାରବାର: ମ୍ୟାନମାରରୁ ଭାରତ ଲମ୍ବିଛି ଚେର, ୬ ମାସରେ ୨୭୧ କୋଟି ଟଙ୍କାର ଡ୍ରଗ୍ସ ଜବତ…

ଆଇଜଲ,୧୯।୬ : ଭାରତରେ ହେଉଥିବା ଡ୍ରଗ୍ସ ଚୋରା କାରବାରର ଚେର ମ୍ୟାନମାରରୁ ଲମ୍ବିଛି। ଅନୁସନ୍ଧାନକାରୀ ସଂସ୍ଥା ଚଳିତ ବର୍ଷ ଜାନୁଆରୀରୁ ଥିମଧଧ୍ୟରେ ମିଜୋରାମରେ ୨୭୧ କୋଟି...

୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ...

ସିଦ୍ଧୁ ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି: ଅମରିନ୍ଦର

ଜଳନ୍ଧର, ୧୯।୫: ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ...

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା...

‘ଜେଡିୟୁ-ଆର୍‌ଜେଡି ମେଣ୍ଟର ପ୍ରଭାବ ରହିବନି’

ନୂଆଦିଲ୍ଲୀ,୧୫ା୮: ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ନବଗଠିତ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ...

ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …

ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ...

ମେଡିକାଲ କଲେଜରେ ସ୍ଥାନ ସଂରକ୍ଷରକୁ ନେଇ ମାୟାବତୀ କହିଲେ ଏହା ସରକାରଙ୍କ ନିର୍ବାଚନୀ ନିଷ୍ପତ୍ତି

ଲକ୍ଷ୍ନୌ,୩୦ ।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମେଡିକାଲ କଲେଜରେ ଅଦର ବ୍ୟାକୱାର୍ଡ କ୍ଲାସେସ(ଓବିସି)ଙ୍କ ପାଇଁ ୨୭...

Advertisement
Archives

Model This Week