Posted inଫୁରସତ

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଦେଶୀ କୌଶଳ ଦେଖିବାକୁ ପାଇବେ। ଯାହାକୁ ପୂର୍ବରୁ କେବେ ଦେଖି ନ ଥିବେ।

ଭିଡିଓରେ ଜଣେ ବ୍ୟକ୍ତି କିପରି ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରିଛନ୍ତି। ଏହି ମେଶିନଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଉଦ୍ଭାବନ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ମନରେ ଆସିବ ଯେ ଇଞ୍ଜିନିୟରମାନେ ମଧ୍ୟ ଏହି ଏପରି କୌଶଳ ସାମ୍ନାରେ ବିଫଳ ହୋଇଯିବେ।

ଭିଡିଓରେ ଏକ ନୀଳ ରଙ୍ଗର ଡ୍ରମ ଯାହାକି ଜଳ ସଂରକ୍ଷଣ ପାଇଁ ବ୍ୟବହୃତ ହୁଏ। କିନ୍ତୁ ବ୍ୟକ୍ତି ଜଣକ ଏହାକୁ ଏକ ସୁନ୍ଦର ଓ୍ବାଶିଂ ମେଶିନ କରିଛନ୍ତି। ଡ୍ରମ୍‌ରେ ଏକ ପାଇପ ଏବଂ ଇଲେକ୍ଟ୍ରିକ ମୋଟର ବ୍ୟବହାର କରି ଏହି ସ୍ବଦେଶୀ ମେଶିନ ସେ ତିଆରି କରିଛନ୍ତି।

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ the.funny.us ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। ଏପର୍ଯ୍ୟନ୍ତ ଭିଡିଓଟିକୁ ୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ଏପରି ଦେଶୀ କୌଶଳକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆମ ଦେଶୀ ଯୋଗାଡ଼ ବାହାରକୁ ଯିବା ଉଚିତ୍‌ ନୁହେଁ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଇଞ୍ଜିନିୟରମାନେ ବି ଫେଲ୍‌ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ସିନା କାମ ବଡ଼

କୁହାଯାଏ, ଆଜିର ଶିଶୁ କାଲିର ଭବିଷ୍ୟତ! ସତକଥା ବି କାହିଁକି ନା ଅଧିକାଂଶ ଶିଶୁ ଅଳି କରନ୍ତି ପକେଟ୍‌ ମନି ପାଇଁ। ଯାହାକୁ ନେଇ ସେ...

ପ୍ରଥମଥର ଆଇନା ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ପ୍ରକାରର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଫେସବୁକ୍‌ ହେଉ କିମ୍ବା କିମ୍ବା ଇନ୍‌ଷ୍ଟାଗ୍ରାମ। ଲୋକେ ଦେଖିବାକୁ ବହୁତ...

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌, ଯେଉଁଠି ଅଟକିଯାଏ ନିଃଶ୍ୱାସ

ଆପଣ ଅନେକ ରୋମାଞ୍ଚକର ରାସ୍ତାରେ ଯିବାଆସିବା କରିଥିବେ। କିନ୍ତୁ କେବେ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌ରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି...

ପରିଣତ ବୟସରେ ବୃଦ୍ଧା ଜଣକ ଗାଇଲେ ଏପରି ଗୀତ, ୟୁଜର୍ସ କହିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି...

ଜି-ମେଲ୍‌ ପାସଓ୍ବାର୍ଡ ଭୁଲିଯିବାରୁ ଗୁଗ୍‌ଲ ସିଇଓଙ୍କ ନିକଟରେ ଗୁହାରି କଲେ ଏହି ବ୍ୟକ୍ତି

ଯଦି ଆପଣ କେବେ କୌଣସି ପାସୱାର୍ଡ ଭୁଲିଯାନ୍ତି ତେବେ ଆପଣ ପୁନର୍ବାର ପାସୱାର୍ଡ ସେଟ୍‌ କରିବାର ବିକଳ୍ପ ଖୋଜନ୍ତି। କେବଳ ଜି-ମେଲ୍‌ ନୁହେଁ, ପ୍ରାୟ ସମସ୍ତ...

ଐତିହାସିକ ସହର ଜାମନଗର

ଗୁଜରାଟର ଏକ ଐତିହାସିକ ସହର ଭାବେ ଜାମନଗର ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ...

ବେଦୀରେ ବସି ଗୁଟ୍‌ଖା ଖାଉଥିଲେ ବର, କନ୍ୟା ଦେଲେ ଏକ ଶକ୍ତ ଚାପୁଡ଼ା, ଆଉ ତା’ ପରେ…

ପାନ-ମସଲା, ଗୁଟ୍‌ଖା ହେଉ କି ସିଗାରେଟ୍‌ ସମସ୍ତ ମାଦକ ଦ୍ରବ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମାତ୍ର ଅଧିକାଂଶ ଲୋକ ଏହା ଜାଣି...

Advertisement
Archives

Model This Week