ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ ….

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର ଶୀତ ଦିନେ କମଳା ଚୋପା ବ୍ୟବହାର କରି ଆପଣ ଏକ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ। କମଳା ଖାଇବାକୁ ଯେମିତି ସ୍ବାଦିଷ୍ଠ, ତାହାର ଚୋପା ମଧ୍ୟ ସେତିକି ଉପକାରୀ। ଏହାର ଚୋପାରେ ପ୍ରସ୍ତୁତ ଫେସ୍‌ ପ୍ୟାକ୍‌ ତ୍ୱଚା ଉଜ୍ଜ୍ୱଳ କରାଇଥାଏ।

ପ୍ରସ୍ତୁତି ପ୍ରଣାଳୀ

-କମଳା ଚୋପାକୁ ଭଲଭାବେ ଶୁଖାଇ ଦିଅନ୍ତୁ। ଏହାକୁ ଗୁଣ୍ଡକରି ପ୍ୟାକ୍‌ ପ୍ରସ୍ତୁତିରେ ବ୍ୟବହାର କରିପାରିବେ।

-କମଳା ଚୋପାର ଗୁଣ୍ଡକୁ ହଳଦୀରେ ମିଶାଇ ସେଥିରେ କିଛି ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରିପାରିବେ।

-ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଦେଖିବେ ଏପରି କରିବାର କିଛିଦିନ ମଧ୍ୟରେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟ ପାଇଁ ହାନିକାରକ ରେଡ ମିଟ୍‌

ବର୍ତ୍ତମାନ ଅନିୟମିତ ଜୀବନ ଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି । ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ...

ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ

ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି...

ସକାଳେ ଏଥିରୁ ଖାଆନ୍ତୁ ଫାଳେ, ମିଳିବ ବହୁ ଫାଇଦା…

ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏହା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ସେଓ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ଏବଂ...

ପିଲାଙ୍କ କୃମି ସମସ୍ୟା ଓ ନିରାକରଣ

ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ...

ଅଜବ ରେନ୍‌କୋଟ୍‌

ରେନ୍‌କୋଟ୍‌ କେବଳ ବର୍ଷାରୁ ରକ୍ଷା କରି ନଥାଏ ଏହାର ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ ଟ୍ରେଣ୍ଡି ଲୁକ୍‌ ବି ଦେଇଥାଏ। କିନ୍ତୁ ଏମିତି ବି କିଛି ରେନ୍‌କୋଟ୍‌...

ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…

ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ...

ଦୁଆରେବନ୍ଧରେ ଆମ୍ବପତ୍ର ଲଗାଇଲେ ….

ହିନ୍ଦୁଧର୍ମ ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ର ଲଗାଯାଏ। ଏହି ପରମ୍ପରା ବହୁତ ପୁରୁଣା। ଯେବେ ବି ଘରେ କୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତଘର...

ମ୍ୟାଲେରିଆ ଚିହ୍ନଟ କରିବେ କୁକୁର

ବ୍ରିଟେନ୍‌ ଏବଂ ଗାମ୍ବିଆର ବୈଜ୍ଞାନିକଙ୍କ ମତରେ, ପ୍ରଥମଥର ଏଭଳି ଏକ ଉପାୟର ସନ୍ଧାନ ହୋଇଛି, ଯଦ୍ଦ୍ବାରା କୁକୁରମାନେ ମ୍ୟାଲେରିଆ ଭଳି ରୋଗର ଚିହ୍ନଟ କରିବାରେ ସାହାଯ୍ୟ...

Advertisement
Archives

Model This Week