‘ଗୁରୁତର ଅସୁସ୍ଥ ହେବା ପରେ ଜେଲରୁ ନିଖୋଜ ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି: ରିପୋର୍ଟ

ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା’ ପରେ ଛଅ ଦିନ ଧରି ସେ ନିଖୋଜ ଅଛନ୍ତି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପୁଟିନ ତାଙ୍କ ରାଷ୍ଟ୍ରପତି ପୁନଃନିର୍ବାଚନ ପ୍ରଚାର ଆରମ୍ଭ କରୁଛନ୍ତି।

ମସ୍କୋର ପୂର୍ବରେ ଥିବା ଏକ ଜେଲରେ ନାଭାଲନିଙ୍କୁ ରଖାଯାଇଥିଲା ଏବଂ ଭ୍ଲାଦିମିର ପୁଟିନଙ୍କ ସମାଲୋଚନାକୁ ଦମନ କରିବା ପାଇଁ ସେ ମିଥ୍ୟା ଅଭିଯୋଗ ବୋଲି ଦର୍ଶାଇ ତାଙ୍କୁ 30 ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇଛି।

ନାଭାଲନିଙ୍କ ସହଯୋଗୀଙ୍କ କହିବାନୁସାରେ, ଓକିଲମାନେ ଦିନସାରା ଜେଲ୍ ବାହାରେ ରହିଥିଲେ ମଧ୍ୟ ସେ ତାଙ୍କ କୋଠରୀରେ ପଡ଼ିଯିବା ପରେ ତାଙ୍କୁ ଦେଖିବାକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ସେ ତାଙ୍କ ମାମଲା ବିଷୟରେ ନିର୍ଦ୍ଧାରିତ ଆଇନଗତ ଶୁଣାଣିରେ ମଧ୍ୟ ହାଜର ହୋଇନଥିଲେ। ନାଭାଲନିଙ୍କ ପ୍ରେସ ସେକ୍ରେଟାରୀ କିରା ୟାର୍ମିସ କହିଛନ୍ତି ଯେ ଓକିଲମାନଙ୍କୁ ସୂଚନା ଦେଇଥିଲେ ଯେ 47 ବର୍ଷିୟା ନାଭାଲନି ଏବେ ଜେଲରେ ନାହାଁନ୍ତି। ତେବେ ଗତ ସପ୍ତାହରେ ନାଭାଲନି ଜେଲରେ ପଡି ଯାଇଥିଲେ। ଯେଉଁଥିପାଇଁ ତାଙ୍କର ସହଯୋଗୀମାନେ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams

ଓ୍ବାଶିଂଟନ,୧୪।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର...

ଡିଲ୍‌ ଫାଇନାଲ୍‌, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର

ଓ୍ବାଶିଂଟନ୍‌,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ...

ମୋଦିଙ୍କ ଆଗରେ ଏତେ ବଡ଼ ମିଛକଥା କହିଦେଲେ Donald Trump , ଧରାପଡିଲା ସତ… ଦେଶରେ ଚହଳ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନି ତାଙ୍କର ୨ ଦିନିଆ ଆମେରିକା ଗସ୍ତରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଲୋକପ୍ରିୟ ବ୍ୟକ୍ତିଙ୍କ ସହ...

୩ ପତ୍ନୀ, ୧୧ ସନ୍ତାନ, ବିଶ୍ୱର ଏକ ନମ୍ବର ଅରବପତି, କାହିଁକି ପୁଅକୁ କାନ୍ଧରେ ବସାଇ ପ୍ରେସ କନଫରେନ୍ସ କରୁଛନ୍ତି ମସ୍କ

ଓ୍ବାଶିଂଟନ,୧୪।୨: ମଙ୍ଗଳ ଗ୍ରହକୁ ମଣିଷ ପଠାଇବାରେ ପ୍ରଥମ ହେବାର ପ୍ରତିଶ୍ରୁତି ଦେଇଥିବା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଯେତେବେଳେ ସେ...

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୧୧ ମୃତ, ୬ ଗୁରୁତର

ଇସଲାମାବାଦ,୧୪।୨: ଶୁକ୍ରବାର ପାକିସ୍ତାନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୬ ଜଣ ଆହତ...

India-China Dispute: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ଭୟରେ ଛାନିଆ ହେଲା ଚାଇନା

ଓ୍‌ବାଶିଂଟନ୍‌,୧୪।୨: ଗୁରୁବାର ସାରେ (ଶୁକ୍ରବାର ସକାଳ ୫ଟା ଭାରତୀୟ ସମୟ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ...

ଚେର୍ନୋବିଲ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜେଲନସ୍କି

କ୍ୱିଭ,୧୪।୨: ରୁଷିଆ ଡ୍ରୋନ ଆକ୍ରମଣ କରି ଚେର୍ନୋବିଲ ପରମାଣୁ ପାଓ୍ବାର ପ୍ଲାଣ୍ଟର ଚତୁର୍ଥ ବିଦ୍ୟୁତ ୟୁନିଟକୁ ଟାର୍ଗେଟ କରିଛି। ରୁଷିଆ ଡ୍ରୋନ ଚେର୍ନୋବିଲର ବନ୍ଦ ପରମାଣୁ...

ମୋଦିଙ୍କୁ ‘ମହାନ’ ବୋଲି କହିଲେ ଟ୍ରମ୍ପ!

ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଆମେରିକା ଗସ୍ତ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri