Posted inଖେଳ

ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକ୍କା: କନଓ୍ବେ ବାଦ୍‌, ସିଫର୍ଟ ଖେଳିବେ

ଅକ୍‌ଲାଣ୍ଡ,୩ା୧୧: ଅକ୍‌ଲାଣ୍ଡ,୩ା୧୧: ସ୍ଥାନୀୟ ଇଡେନ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟକ୍କା ଲାଗିଛି। ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନଓ୍ବେ ପ୍ରଥମ ଦିନିକିଆ ମ୍ୟାଚ୍‌ ଲାଗି ପ୍ରସ୍ତୁତି ବେଳେ ଏକ କ୍ୟାଚ୍‌ ଧରିବାକୁ ଯାଇ ସାଥି ଖେଳାଳି ମ୍ୟାଟ ହେନରୀଙ୍କ ସହ ଧକ୍କା ହେବାରୁ କନକ୍‌ଶନର ସମ୍ମୁଖୀନ ହୋଇଛନ୍ତି। କନଓ୍ବେଙ୍କୁ ଅଧିକ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ଏଭଳିସ୍ଥିତିରେ କନଓ୍ବେ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଅଧିନାୟକ ମିଚେଲ ସାଣ୍ଟନର ମଙ୍ଗଳବାର କହିଛନ୍ତି। ତାଙ୍କ ବଦଳରେ ଟିମ୍‌ ସିଫର୍ଟଙ୍କୁ ଦଳରେ ସାମିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ କ୍ୟାରିୟରରେ ଅନ୍ତିମ ଥର ପାଇଁ ନ୍ୟୁଜିଲାଣ୍ଡ ଟୁର କରିଥିବା ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। କିନ୍ତୁ ଭାରତର ଅନଭିଜ୍ଞ ବୋଲିଂ ଆକ୍ରମଣ ଯୋଗୁ ଘରୋଇ ନ୍ୟୁଜିଲାଣ୍ଡ ଏହି ସିରିଜ୍‌ରେ ଫାଇଦାରେ ରହିବ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

ଧନତେରସରେ ଚମକିବ ୪ ରାଶିଙ୍କ ଭାଗ୍ୟ: ହୁ ହୁ ବହୋଇ ବଢିବ ଧନ! ଘରକୁ ଆସିବେ ଲକ୍ଷ୍ମୀ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ୱ ପାଳନ କରାଯାଏ। ଏହି ବର୍ଷ ଧନତେରସ ୬ ନଭେମ୍ୱର ୨୦୨୬, ଶୁକ୍ରବାର ଦିନ ପାଳିତ ହେଉଛି।…

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ…

ସମିତି ସଭ୍ୟଙ୍କ ପରଲୋକ, ଶୋକ ପ୍ରକାଶ କଲେ ଖଡ଼ିଆଳ ବିଧାୟକ

ଖଡ଼ିଆଳ,୩ା୧୧(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ ବିଜେଡି ସମ୍ପାଦକ ଶିଶୁପାଳ ବାଗଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ…

ଫୁଟବଲ ଜଗତରେ ଶୋକର ଛାୟ, ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରିଡ୍‌,୩ା୧୧: ସ୍ପାନିଶ ଫୁଟବଲରେ ମଙ୍ଗଳବାର ଶୋକର ଛାୟା ଖେଳିଯାଇଛି। ଏକ ଦ୍ୱିତୀୟ ଡିଭିଜନ ମ୍ୟାଚ୍‌ରେ ପ୍ରତିପକ୍ଷ ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ର ସମ୍ମୁଖୀନ ହୋଇଥିବା ଟେନେରାଇଫ୍‌…

ମିଥୁନ ଓ ମକର ସମେତ ୫ ରାଶିଙ୍କ ଆଗାମୀ ୨୨ ଦିନରେ ବଦଳିବ ଭାଗ୍ୟ: ସାଲାରି ହୋଇଯିବ ଡବଲ୍‌

ବୁଧ ଗ୍ରହ ରାହୁଙ୍କ ନକ୍ଷତ୍ର ସ୍ୱାତୀରେ ପ୍ରବେଶ କରିବା ରାଶିମାନଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ବୁଧ ଆଗାମୀ ୨୨ ଦିନ ଅର୍ଥାତ ୨୫ ନଭେମ୍ୱର ପର୍ଯ୍ୟନ୍ତ…

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ଶିଶୁଙ୍କ ହିତରେ କାମକୁ ମିଳିଲା ସମ୍ମାନ! ରାଜ୍ୟସ୍ତରରେ ଚମକିଲେ ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ

ଛତ୍ରପୁର,୩।୧୧(ଦିଲ୍ଲୀପି ସାମଲ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?