ଧନତେରସରେ ଚମକିବ ୪ ରାଶିଙ୍କ ଭାଗ୍ୟ: ହୁ ହୁ ବହୋଇ ବଢିବ ଧନ! ଘରକୁ ଆସିବେ ଲକ୍ଷ୍ମୀ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ୱ ପାଳନ କରାଯାଏ। ଏହି ବର୍ଷ ଧନତେରସ ୬ ନଭେମ୍ୱର ୨୦୨୬, ଶୁକ୍ରବାର ଦିନ ପାଳିତ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଚଳିତ ବର୍ଷ ଧନତେରସରେ ଅନେକ ଶୁଭ ଯୋଗର ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାଲବ୍ୟ ରାଜଯୋଗ, ଶୁକ୍ର ପ୍ରଦୋଷ ଯୋଗ, ବିଷ୍କୁମ୍ଭ ଯୋଗ ଏବଂ ହସ୍ତା ନକ୍ଷତ୍ରର ପ୍ରଭାବ ରହିବ। ଏହି ଶୁଭ ସଂଯୋଗ ଯୋଗୁଁ ଧନତେରସର ମହତ୍ତ୍ୱ ଆହୁରି ବଢ଼ିଯିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏହି ଯୋଗଗୁଡ଼ିକର ସକାରାତ୍ମକ ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଦେଖିବାକୁ ମିଳିପାରେ। ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଧନଲାଭ, ବ୍ୟବସାୟରେ ଉନ୍ନତି ଏବଂ ସୁଖ-ସମୃଦ୍ଧିର ନୂଆ ସୁଯୋଗ ମିଳିପାରେ। ସେହିପରି, କିଛି ଲୋକଙ୍କ ପାଇଁ କିଣାକିଣି ଏବଂ ନିବେଶ ଦୃଷ୍ଟିକୋଣରୁ ମଧ୍ୟ ସମୟ ଅନୁକୂଳ ରହିପାରେ। ଆସନ୍ତୁ ଜାଣିବା ଧନତେରସରେ କେଉଁ ଚାରୋଟି ରାଶିର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ।

Dhanteras 2026 Lucky Zodiac Signs

ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଧନତେରସ ସମୟ ଆର୍ଥିକ ଦୃଷ୍ଟିକୋଣରୁ ଅନୁକୂଳ ରହିପାରେ। ଏହି ସମୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମନମୁତାବକ ସଫଳତା ମିଳିବାର ଯୋଗ ରହିଛି। ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଉତ୍ତମ ଲାଭ ମିଳିପାରେ। ଏହା ବ୍ୟତୀତ, ଯାତ୍ରାରୁ ଭଲ ଫାଇଦା ମିଳିବ। ସେହିପରି, ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଫେରି ମିଳିବାର ସମ୍ଭାବନା ରହିଛି। ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବ।

ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ଧନତେରସ ଅନେକ ନୂଆ ସୁଯୋଗ ନେଇ ଆସିପାରେ। ପରିବାରରେ ଖୁସି ବଜାୟ ରହିବ। ଏହି ସମୟରେ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ନୂଆ ଲୋକଙ୍କ ସହ ମିଶି ନୂତନ ଯୋଜନା ଆରମ୍ଭ କରିପାରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ଚାକିରିକୁ ନେଇ ଆପଣଙ୍କ ସମସ୍ତ ପ୍ରୟାସ ସଫଳ ହେଉଥିବା ଦେଖାଯିବ। ବ୍ୟବସାୟରେ ବମ୍ପର ଲାଭ ମିଳିବ।

ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ଧନତେରସ ସମୟ ଖାସ ରହିବ। ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଜୀବନରେ ଆନନ୍ଦ ବଜାୟ ରହିବ। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ ଏବଂ ବିବାହ କଥାକୁ ପରିବାର ତରଫରୁ ଅନୁମୋଦନ ମିଳିପାରେ। ପୁରୁଣା ବକେୟା ଧନ ଫେରି ମିଳିବା ସମ୍ଭବ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସାଥ ମିଳିବାରୁ ମନମୁତାବକ ସଫଳତା ପ୍ରାପ୍ତ ହେବ।

ମୀନ ରାଶି
ମୀନ ରାଶିର ଲୋକଙ୍କ ଭାଗ୍ୟ ଏହି ସମୟରେ ବେଶ ମଜଭୁତ ରହିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ ଖବର ମିଳିପାରେ। ପ୍ରତ୍ୟେକ କାମରେ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ନୂଆ ଲୋକଙ୍କ ସହିତ କାର୍ଯ୍ୟ ଆରମ୍ଭ କରିବେ। ଘରର ସଦସ୍ୟମାନଙ୍କ ଠାରୁ ସହଯୋଗ ମିଳିବ। ଆପଣ ପରିବାର ସହିତ ଭଲ ସମୟ ବିତାଇପାରିବେ। ଘରେ ଏବଂ ବାହାରେ ସମ୍ମାନ ବୃଦ୍ଧି ପାଇବ। ପ୍ରେମ ସମ୍ପର୍କରେ ମଧୁରତା ବଜାୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍‌ ବିଟ୍‌ର…

ସାକ୍ଷୀଗୋପାଳରେ ଅଁଳା ନବମୀ: ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ…

ଗତିପଥ ବଦଳାଇଲା ବାତ୍ୟା: ଓଡ଼ିଶାର ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ! ଆସିଲା ବଡ଼ ସୂଚନା

ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ…

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

ଟିମ ଇଣ୍ଡିଆରେ ଫେରିବେ ଦୁଇ ଷ୍ଟାର୍‌ ଖେଳାଳି, ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଲଢ଼େଇ; ୯ ନୂଆ ମୁହଁଙ୍କୁ ସୁଯୋଗ!

ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର, ୧୯ ନଭେମ୍ବରରୁ…

ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?