ସିବିଏସ୍‌ଇ ଦଶମ ପରୀକ୍ଷାରେ ବିକାଶର ବାଜିମାତ୍‌: ସମ୍ବ୍ରିଦ୍ଧି ପାଣିଗ୍ରାହୀ ଟପ୍ପର

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାଜିମାତ୍‌ କରିଛନ୍ତି। ବିଦ୍ୟାଳୟର ୨୯ଜଣ ଛାତ୍ରୀଛାତ୍ର ୯୫, ୮୮ଛାତ୍ରୀଛାତ୍ର ୯୦ ଏବଂ ୧୭୩ ଛାତ୍ରୀଛାତ୍ର ୮୦ରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖିଛନ୍ତି। ସମ୍ବ୍ରିଦ୍ଧି ପାଣିଗ୍ରାହୀ ୯୯.୨ ପ୍ରତିଶତ ମାର୍କ ରଖି ବିକାଶ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠରେ ରହିଛନ୍ତି। ଅଲକା ଅଗ୍ରୱାଲ ୯୮.୮, ବିଷ୍ଣୁପ୍ରସାଦ ସାହୁ ୯୮.୪, ପ୍ରକ୍ରିତି ପ୍ରିୟଦର୍ଶନୀ ପଟେଲ ୯୮.୪, ଦିବ୍ୟମ୍‌ ସା ୯୮.୨, ସୁଚିସ୍ମିତା ଗୁରୁ ୯୮.୨, ସୌମିକ ମିତ୍ତଲ ୯୮ ପ୍ରତିଶତ ମାର୍କ ରଖିଛନ୍ତି। ସୁପ୍ରିତ ପଟେଲ ୯୭.୪, ଆୟାନ୍ୟା ରଥ ୯୭.୨, ସୃଷ୍ଟିପ୍ରଜ୍ଞା ପଣ୍ଡା ୯୭, ଚୁଚିନ୍ତନ ପ୍ରଧାନ ୯୭, ଅନ୍ମିତା ନାୟକ ୯୬.୮, ଅଶ୍ଲେଷା ମିଶ୍ର ୯୬.୬, ଅଭୀପ୍ସା ପ୍ରଧାନ ୯୬.୨, ଅଳଙ୍କ୍ରିତା ମହାନ୍ତି ୯୬.୨, ତୋଷରାଜ ସିଂ ୯୬, ମାଲ୍ୟା ଅଗ୍ରୱାଲ ୯୬, କରନ କୁମାର ୯୫.୮, ଶ୍ରେୟାଂସ ଖମାରୀ ୯୫.୮, ସାକ୍ଷୀ ସିଂ ୯୫.୮, ସୌମ୍ୟା ପ୍ରିୟଦର୍ଶନ ମଲ୍ଲିକ ୯୫.୬, ପୋରାୟନୀ କିସ୍କୁ ୯୫.୬, ଦୀପାଂଶୁ ପରିଡ଼ା ୯୫.୨, ଅନୁଜୟ ଅଗ୍ରୱାଲ ୯୫, ଅରୋସ୍ମାନ ମିଶ୍ର ୯୫, ସ୍ବାଗତ ସମର୍ଥ ସାହୁ ୯୫, ଅମରଦୀପ ସୌର୍ୟ ୯୫, ଅଂଶିକା ଦାଶ ୯୫, ନରସିଂହ୍ମା ରଥ ୯୫ପ୍ରତିଶତ ମାର୍କ ରଖି ସଫଳତାର ଶୀର୍ଷରେ ରହିଛନ୍ତି। ସେହିପରି କ୍ରିଷ୍ଣା ବିକାଶ ଫାଷ୍ଟଷ୍ଟେପ୍‌ ସ୍କୁଲରୁ ୧୦ଜଣ ଛାତ୍ରୀଛାତ୍ର ୯୫ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବାବେଳେ ୩୧ଛାତ୍ରୀଛାତ୍ର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ସୌମ୍ୟା ମହାନ୍ତି ୯୯ପ୍ରତିଶତ ମାର୍କ ରଖି ଶୀର୍ଷରେ ରହିଛନ୍ତି। ସାଧ୍ୟା ସବିତା ପଣ୍ଡା ୯୮.୮, ସାନଭୀ ପିପଲାନୀ ୯୭.୮, ଆର୍ଯ୍ୟ ଦାଶ ୯୭.୬, ସାଈ ସ୍ବରୂପ ଦାଶ ୯୭.୪, ରୋହିତ ଅଗ୍ରୱାଲ ୯୭.୨, ରିଜଲ ରାଉତ ୯୬.୨, ଶ୍ରଦ୍ଧା ଅଗ୍ରୱାଲ ୯୫.୨, ସୌଭିତ କୁମାର ସୁବୁଦ୍ଧି ୯୫.୨, ସ୍ବାୟାନସିଧି ଜେନା ୯୫.୨ ପ୍ରତିଶତ ମାର୍କ ରଖିଛନ୍ତି। ରାଉରକେଲାସ୍ଥିତ ବିକାଶ ଗ୍ଲୋବାଲ ସ୍କୁଲର ୧୬ଛାତ୍ରୀଛାତ୍ର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ଗୌରବ ଦାଶ ୯୬.୮, ଅନିକେତ ସାହୁ ୯୬, ପ୍ରଭୁଦତ୍ତ ସାମଲ ୯୫.୬, ବିନୀତ କୁମାର କୁସୱାଡ଼ା ୯୫.୪, ସୁଶ୍ରୀ ସିଦ୍ଧିସ୍ମିତା ବାରିକ ୯୬ପ୍ରତିଶତ ମାର୍କ ରଖିଛନ୍ତି। କ୍ରିଷ୍ଣା ବିକାଶ ସିମେଣ୍ଟନଗର ଇଂଲିଶ ମିଡିୟମ ସ୍କୁଲ ଏବଂ ଡୁଙ୍ଗୁରି କ୍ୟାମ୍ପସ ଇଂଲିଶ ମିଡିୟମ ସ୍କୁଲରୁ ୮ଜଣ ଛାତ୍ରୀଛାତ୍ର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବାବେଳେ ସିମେଣ୍ଟ ନଗର ଇଂଲିଶ ମିଡିୟମ ସ୍କୁଲର ଗୌରବ ପାଣିଗ୍ରାହୀ ୯୭.୬ ପ୍ରତିଶତ ମାର୍କ ରଖିଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ସଫଳତାରେ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୁରଲୀ କ୍ରିଷ୍ଣା, ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ, ଚେୟାରମ୍ୟାନ ଟୁ ଡାଇରେକ୍ଟର ଲୋକେଶ ଦାଶରୀ, ଏକ୍‌ଜିକ୍ୟୁଟିଭ ପ୍ରିନ୍ସିପାଲ ଶିଶିର ପ୍ରସାଦ ରାଉଳ, ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା, ସିନିୟର ସେକେଣ୍ଡାରୀ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତିଙ୍କ ସମେତ ଅଧ୍ୟକ୍ଷବୃନ୍ଦ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri