Posted inଖେଳ

ଆଇପିଏଲ ଫାଇନାଲରେ ଓସିଏ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବିକାଶ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍‌( ଆଇପିଏଲ)ର ଫାଇନାଲ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ମେଗା ମ୍ୟାଚରେ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ଆମନ୍ତ୍ରଣ କରାଯାଇଥିଲା। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏଥିପାଇଁ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ମନୋନୀତ କରିଛନ୍ତି। ଫଳରେ ଫାଇନାଲ ଦେଖିବା ପାଇଁ ବିକାଶ ଦୁବାଇଯାତ୍ରା କରିବେ। ଏପରି ଏକ ସୁଯୋଗ ପାଇଥିବାରୁ ବିକାଶ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ ପଦକ

ଡେନ ବୋସ୍କ(ଦ ନେଦରଲାଣ୍ଡ୍ସ),୧୫।୬(ପିଟି): ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନାମ, ମୁସ୍କାନ...

ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି

ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍‌-୧୯ ଯୋଗୁ ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ

ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ...

ନିଲମ୍ବନ ପରେ ଗିରଫ ହେବା ଯୋଗୁ ବରବାଦ ହୋଇଯାଇଥିଲା ଏହି ଉଇକେଟକିପରଙ୍କ କ୍ୟାରିୟର, ଦାରିଦ୍ରରେ…

ନୂଆଦିଲ୍ଲୀ,୧୩।୨: ୧୭୯ ବର୍ଷ ପୂର୍ବେ ଆଜିର ଦିନରେ ଜନ୍ମ ନେଇଥିଲେ ନିଜ ସମୟର ସର୍ବଶ୍ରେଷ୍ଠ ଉଇକେଟକିପର ତଥା ଇଂଲଣ୍ଡର ଟେଡ୍‌ ପୁଲି। ତାଙ୍କର କ୍ୟାରିୟର ସହ...

ଟି୨୦ରେ ରୋହିତଙ୍କ ରେକର୍ଡ

ଲକ୍ଷ୍ନୌ,୨୫।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ...

ଧୋନୀଙ୍କ ଏହି ୫ ରେକର୍ଡ, ଯାହା ଭାଙ୍ଗିବା କଷ୍ଟକର

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଜୁଲାଇ ୭, ୧୯୮୧ରେ ଜନ୍ମ ହୋଇଥିବା ଧୋନୀ ୧୫...

ମେରୀକମ୍‌ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ

ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପି....

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ...

Advertisement
Archives

Model This Week