Posted inଫୁରସତ

ପନିପରିବାରେ ପୋଷାକ: ରିସାଇକ୍ଲିଂ ପରିସ୍ରାରୁ ହୋଇଛି ସମ୍ଭବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ ଦେଖିଲେ ବୁଝି ହେବ। ଡିଜାଇନର୍‌ ଅରୁସିଆକ୍‌ ଗେବ୍ରିୟଲନ୍‌ ପନିପରିବା ଥିବା ପୋଷାକ ତିଆରି କରିଛନ୍ତି। ସେ କୁହନ୍ତି, ଏହି ପୋଷାକ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହାତପାହାନ୍ତାରେ ପନିପରିବା ପାଇ ପାରିବା ସହ ମନ ମୁତାବକ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଏହି ଗାର୍ଡେନ୍‌ରେ ୨୨ ପ୍ରକାର ପନିପରିବା ଚାରା ଲଗାଯାଇଛି। ଏଥିରେ କୋବି, ଗାଜର, ଲିଚୁ, ବାଦାମ ଆଦି ଚାରା ରୋପଣ କରାଯାଇଛି। ଏହାର ବିଶେଷତ୍ୱ ହେଲା ଗଛଗୁଡ଼ିକ ଉଠିଲେ ପୋଷାକ ସବୁଜ ରଙ୍ଗରେ ଆକର୍ଷଣୀୟ ଦିଶିବ। ଗେବ୍ରିୟଲନ୍‌ଙ୍କ ଏହି ପ୍ରୋଜେକ୍ଟ ଫ୍ରାନ୍ସର ବଟାନିଷ୍ଟ ପୈଟ୍ରିକ୍‌ ବ୍ଲାଙ୍କ୍‌ର ଭର୍ଟିକାଲ ଗାର୍ଡେନରୁ ପ୍ରେରଣା ପାଇଥିଲା। ସେ ପୋଷାକର ସ୍ତର ଏପରି ତିଆରି କରିଛନ୍ତି, ଯେମିତି ଏଥିରେ ମଞ୍ଜିଟି ବେଶ୍‌ ଭଲ ଭାବେ ବଢ଼ିପାରିବ। ରିସାଇକ୍ଲିଂ ପରିସ୍ରାରୁ ପୋଷାକରେ ଏପରି ଗଛ ଉଠିବା ସମ୍ଭବ ହୋଇପାରିଛି ବୋଲି ଗେବ୍ରିୟଲନ୍‌ କୁହନ୍ତି। ସେ କହିଛନ୍ତି, ପୋଷାକଟିକୁ ବର୍ତ୍ତମାନ ପିନ୍ଧିହେବ, ମାତ୍ର ଏଥିରେ ଫଳ ଫଳିଲେ ପିନ୍ଧିବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଧୂମପାନ ମାଧ୍ୟମରେ କରାଯାଏ ଚିକିତ୍ସା…

ଧୂମପାନ ଶରୀର ଲାଗି କ୍ଷତିକାରକ। ତେବେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ଏକ ଆୟୁର୍ବେଦିକ୍‌ ହସ୍ପିଟାଲରେ ବିଭିନ୍ନ ରୋଗରେ ଚିକିତ୍ସାରେ ହୁକ୍କା ବ୍ୟବହୃତ ହୋଇଥାଏ । ଅଭିଜ୍ଞ...

ପ୍ରଥମ ଦରମା ଟଙ୍କାରେ ମା’ ଭଗବତୀଙ୍କ ପାଖେ ଭୋଗ କରିଥିଲି: ମହେଶ୍ବର ଜେନା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ ଗାଁରେ ମୋର ଜନ୍ମ। ବାଣପୁର ବାଳକ ଉଚ୍ଚ ବିଦ୍ୟାଳୟରୁ ୧୯୮୮ରେ ମାଟ୍ରିକ ପାସ୍‌ କରିବା ପରେ ଗୋଦାବରୀଶ...

ପୁଅକୁ ୨୬ ବର୍ଷ ଧରି ପିଠିରେ ବସାଇ ବୁଲୁଛନ୍ତି ମା’, କାରଣ ଜାଣିଲେ…

ଜଣେ ମା’ ଆଗରେ ସବୁକିଛି ସମ୍ଭବ। ଏକଥା କାହାକୁ ବି ଅଛପା ନାହିଁ। ଗୋଟିଏ ପିଲା ପାଇଁ ମା’ ନିକଟରେ ଶତ ସିଂହର ବଳ ଆସେ।...

ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର...

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ...

ଗରମରୁ ମୁକ୍ତି ଲାଗି ଏମିତି ଅଭିନବ ଉପାୟ ବାଛିଛନ୍ତି ଯୁବକ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବସ୍‌ ଝରକା ପଟେ ସ୍ତ୍ରୀଙ୍କୁ ଏମିତି ଟେକିନେଲେ ସ୍ବାମୀ…

ଯେତେବେଳେ ବି ଆମେ ବସ୍‌ରେ ଯାତ୍ରାକରୁ ମନରେ ସିଟ୍‌ ଟିଏ ପାଇଁ ଚିନ୍ତା ଆସେ। ସିଟ୍‌ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ...

ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି...

Advertisement
Archives

Model This Week