Posted inଜାତୀୟ

ଉଜବେକିସ୍ତାନ କଫ ସିରପ ମୃତ୍ୟୁ ମାମଲା: ଅଭିଯୁକ୍ତ ଔଷଧ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩୦ ।୧୨: ଉଜବେକିସ୍ତାନରେ କଫ ସିରପ ଖାଇ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥିଲା ଉକ୍ତ କଫ ସିରପ ଭାରତୀୟ ଔଷଧ କମ୍ପାନୀର ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଶୁକ୍ରବାର ଟୁଇଟ କରି ଏହି ମାମଲା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମାଣ୍ଡବିୟ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଟିମ କାଶ ଔଷଧ ଡକ-୧ ମାକ୍ସରେ ଅସୁଦ୍ଧି ରିପୋର୍ଟକୁ ନଜରରେ ରଖି ମ୍ୟାରିୟନ ବାୟୋଟେକର ସମସ୍ତ ଔଷଧ ଉତ୍ପାଦନ ଉପରେ ୨୯ ଡିସେମ୍ବର ରାତିରେ ରୋକ ଲଗାଇ ଦିଆଯାଇଛି । ଏହି ମମଲାରେ ଆଗକୁ ଯାଞ୍ଚ ଜାରି ରହିଛି ।
ସୂଚନାଯୋଗ୍ୟ, ଉଜବେକିସ୍ତାନରେ କଫ ସିରପ ଖାଇ ୧୮ ଜଣ ଶିଶୁଙ୍କ ମୃତ୍ୟୁହେବା ପରେ ନଏଡାର ଔଷଧ କମ୍ପାନୀ ମ୍ୟାରିୟନ ବାୟୋଟେକ ବିବାଦ ଘେରକୁ ଚାଲି ଆସିଥିଲା । ଉଜବେକିସ୍ତାନର ଏହି ଦାବି ପରେ ଭାରତ ସରକାର ସଜାଗ ହୋଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି...

ଟିକସ ବଢ଼ାଇ ୨୦ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ, ୨୫।୧: ପେଟ୍ରୋଲ, ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଟିକସ...

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।...

ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ସମୟର ଭଗତ ସିଂ: କେଜରିୱାଲ

ନୂଆଦିଲ୍ଲୀ,୧୬ ।୧୦: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା କଥିତ ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା...

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬।୯: ରାମ ଜନ୍ମ ଭୂମି ମାମଲା ଶେଷ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ...

ନାମାଙ୍କନପତ୍ର ଦାଖଲ କଲେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା...

ଭୋଟର ପଞ୍ଜୀକରଣ ଗଣତନ୍ତ୍ରର ପ୍ରଥମ ପାହାଚ

ପୁଣେ,୧୧।୧୧: ମହାରାଷ୍ଟ୍ରର ପୁଣେସ୍ଥିତ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ‘ଭୋଟର ପଞ୍ଜୀକରଣ-ଗଣତନ୍ତ୍ରର ପ୍ରଥମ ପାହାଚ’ ବିଷୟବସ୍ତୁ ଉପରେ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମୁଖ୍ୟ ନିର୍ବାଚନ...

ବିବାହ ଭୋଜିରେ ସାମିଲ ହୋଇପାରିବେ ଦୁଇ ଶହରୁ ଅଧିକ ଅତିଥି: ମାନିବାକୁ ପଡିବ ୫ ନିୟମ!

ନୂଆଦିଲ୍ଲୀ,୧ ।୧୧: ବିବାହ ଉତ୍ସବକୁ ନେଇ ଦିଲ୍ଲୀ ସରକାର ଏକ ଖୁସି ଖବର ଦେଇଛନ୍ତି । ସୂଚନାରୁ ଜଣାପଡିଛି ଏଣିକି ବିବାହ ଉତ୍ସବରେ ୨ଶହରୁ ଅଧିକ...

Advertisement
Archives

Model This Week