ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରତିବଦ୍ଧତା ଉଭୟ ପକ୍ଷରୁ ପ୍ରକାଶ କରାଯାଇଛି। ଡ୍ରୋନ୍‌ ଅଧିଗ୍ରହଣ ସହିତ ଏଲ୍‌ଏସି ଏବଂ ଭାରତ ମହାସାଗରରେ ଭାରତର ନିରୀକ୍ଷଣ କ୍ଷମତା ବହୁଗୁଣିତ ହେବ।

ଆମେରିକାର ବୈଦେଶିକ ବିଭାଗର ରାଜନୈତିକ ସାମରିକ ବ୍ୟାପାର ବିଭାଗର ସହକାରୀ ସଚିବ ଜେସିକା ଲୁଇସ୍‌ କହିଛନ୍ତି, ଏହି କାରବାରରେ ବିଳମ୍ବ ବିଷୟରେ ଖବରଦାତାମାନେ ପଚାରିଥିବା ବେଳେ ବର୍ତ୍ତମାନ ଏହି ମାମଲା ଭାରତ କୋର୍ଟରେ ଅଛି। ପ୍ରତିରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମା ଅନୁଯାୟୀ ୩ଟି ବାହିନୀ ପାଇଁ ୧୦-୧୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ କିଣିବାକୁ ପଡ଼ିବ। ୨୦୧୭ରେ ଏହି ଚୁକ୍ତି ଘୋଷଣା କରାଯାଇଥିଲା। ଏନେଇ ଅଜିତ ଡୋଭାଲ ତାଙ୍କ ପ୍ରତିପକ୍ଷ ଜ୍ୟାକ୍‌ ସୁଲଓ୍ବିନ୍‌ଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଭଳି ବଡ଼ ରାସ୍ତା ବନ୍ଦ କରିବ ଚାଇନା! ସମୁଦ୍ରରେ ଲଗାଇଲା ବ୍ୟାରିକେଡ; ବିଶ୍ୱରେ ଚହଳ

ବେଜିଂ,୧୬।୪: ଚାଇନା ହର୍ମୁଜ ପ୍ରଣାଳୀ ଠାରୁ ମଧ୍ୟ ବଡ଼ ଏକ ସାମୁଦ୍ରିକ ପଥକୁ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି। ପ୍ରକୃତରେ, ଫିଲିପାଇନ୍ସ ଏବଂ ଜାପାନ ସହିତ ଚାଲିଥିବା…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ଐତିହାସିକ ପଦକ୍ଷେପ ନେବା ପୂର୍ବରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ମା’-ଭଉଣୀମାନଙ୍କ…

ନୂଆଦିଲ୍ଲୀ,୧୬।୪: ଦେଶର ସମସ୍ତ ମହିଳାଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଲୋଚନା ପୂର୍ବରୁ ସୋସିଆଲ ମିଡିଆ…

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

ଜମ୍ବୁ ଦ୍ୱୀପ ମହୋତ୍ସବରେ ଓଡ଼ିଆ ଅସ୍ମିତାର ଝଲକ: ବିଧାୟକଙ୍କ ଦ୍ୱାରା…

ମହାକାଳପଡ଼ା,୧୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବଙ୍ଗୋପସାଗର ତଟ ଦେଶର ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ସୋସିଆଲ ମିଡିଆରେ ଫସାଇ ୧୮୦ ନାବାଳିକାଙ୍କୁ ଯୌନ ଶୋଷଣ

ଅମରାବତୀ,୧୬ା୪: ସୋସିଆଲ ମିଡିଆ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ବଢ଼ାଇବା ପରେ ଯୁବତୀ ଓ ନାବାଳିକାମାନଙ୍କୁ ଯୌନଶୋଷଣ କରାଯାଇଛି। ଏହାସହ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri