ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍‌ ପିସ୍‌ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ

ବମ୍ବେ: ନିଜର ଅଜବ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସେ ଉଦୟପୁରରେ ହୋଇଥିବା କହ୍ନେୟାଲାଲ ହତ୍ୟାକାଣ୍ଡକୁ କଡ଼ା ଭତ୍ସନା କରିଥିଲେ। ଏହାପରେ ତାଙ୍କ ନିକଟକୁ ଧମକ ସହ ଅସଭ୍ୟ ମେସେଜ ଆସିଥିଲା। ଆଉ ଏବେ ସେ ଆତ୍ମହତ୍ୟା କରିଥିବା ନେଇ କିଛି ଲୋକ ପୋଷ୍ଟ କରିଛନ୍ତି। ଏହାର ଏକ ଫଟୋ ଉର୍ଫି ଶେୟାର କରି ଚିନ୍ତା ପ୍ରକଟ କରିଛନ୍ତି।

ପୋଷ୍ଟରେ ବ୍ୟକ୍ତିଜଣଙ୍କ ଉର୍ଫିଙ୍କ ଫଟୋ ସହ ଅନ୍ୟ ଏକ ଫାଶି ଦେବା ବେଳର ଫଟୋକୁ ଯୋଡ଼ିଥିବା ଦେଖାଯାଇଛି। କ୍ୟାପ୍‌ଶନରେ -ରିପ୍‌ ଉର୍ଫି ଜାଭେଦ ଲେଖାଯାଇଛି। ଏପରିକି ଏହି ମିଥ୍ୟା ଖବରରେ କେହି କମେଣ୍ଟ କରି ଉର୍ଫିଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ସମର୍ଥନ ଦେଉଥିବା ଲେଖିଛନ୍ତି। ଏହାକୁ ଶେୟାର କରି ପ୍ରଥମେ ଜୀବନରୁ ମାରି ଦେବାକୁ ଧମକ ପରେ ଏବେ ଏସବୁ….ଦୁନିଆରେ ଏସବୁ କ’ଣ ହେଉଛି ବୋଲି ଉର୍ଫି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି।...

କାରଗିଲ ବିଜୟ ଦିବସ ପାଇଁ ପୁଣି ଥରେ ରିଲଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ: କାରଗିଲ ବିଜୟ ଦିବସ ଅର୍ଥାତ୍‌ ୨୬ ଜୁଲାଇରେ ମହାରାଷ୍ଟ୍ରରେ ରିଲିଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏଥିରେ ମୁଖ୍ୟ ଭୂମିକାରେ ବିବେକ କୌଶଲ...

ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି

ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର...

ସିମିଙ୍କୁ ଇଣ୍ଟରଭ୍ୟୁ ଦେଲେ ସଲମାନ

ମୁମ୍ବାଇ: ସିମି ଗରଓ୍ବୋଲଙ୍କୁ ବର୍ତ୍ତମାନ ବିଗ୍‌ ବସ୍‌-୧୬ରେ ଦେଖିବାକୁ ମିଳିବ। ସେ ସଲମାନଙ୍କ ସାକ୍ଷାତକାର ନେଉଥିବାର ନଜର ଆସିବେ। ଏହି ସମୟରେ ସିମି ପରିବାର ସଦସ୍ୟଙ୍କୁ...

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ...

ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡର‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଇମେଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ସେତେଟା ସଫଳ ହୋଇପାରି ନାହିଁ। କିନ୍ତୁ...

କାହା ନାଁ ଆଲୁ ତ ଆଉ କିଏ ଚିରକୁଟ୍‌, ବଲିଉଡ୍‌ ଅଭିନେତ୍ରୀଙ୍କୁ ଏହି ନାମରେ ଡାକନ୍ତି ସାଙ୍ଗସାଥୀ

ବଲିଉଡ୍‌ ଅଭିନେତ୍ରୀମାନଙ୍କ ପ୍ରକୃତ ନାଁ ତ ଆପଣ ଜାଣିଥିବେ କିନ୍ତୁ କିଛି ଅଭିନେତ୍ରୀଙ୍କ ଡାକ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରଣବୀର କପୁରଙ୍କ ସହ...

ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ...

Advertisement
Archives

Model This Week