Posted inVideo

Unit -1 market relocated to Rajmahal | ଘୁଂଚିଲା ୧ ନଂ ହାଟ, ଅସନ୍ତୋଷ ପ୍ରକାଶ କଲେ ବ୍ୟବସାୟୀ

Featured Video Play Icon

କରୋନା ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ହିଁ ଜରୁରୀ । ଏଥିପାଇଁ ଭୁବନେଶ୍ୱର ମହାନଗର ପକ୍ଷରୁ ୧ନଂ ହାଟକୁ ରାଜମହଲ ଛକ ଓ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତା ଏବଂ ଲୋକମାନେ ସଚେତନ ହେଲେ ହିଁ ଆମେ ସ୍ଥିତିରେ ସୁଧାର ଆଣିପାରିବା ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ ପରିବା ହାଟ ସ୍ଥାନାନ୍ତର ପରେ କିଛି ମାତ୍ରାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ।

Social distancing is key to containing coronavirus. To enforce this, Bhubaneswar Municipality Corporation (BMC) has relocated Unit -1 market to Rajmahal. While the administration keeps emphasizing on social distancing, the shopkeepers are unhappy over the relocation. Our report.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ସମ୍ପର୍କରେ ଫାଟ ସାବୁନଫେଣ | Story Diary

ନିଦ ନହେଲେବି ଖଟଟା ଉପରେ ସେମିତି ଗଡପଡ ହେଉଥାନ୍ତି ବିକାଶ ବାବୁ। ସେପଟେ ହେମନ୍ତ ମଉସା ତାଙ୍କ ନାତି ଆୟୁଷକୁ ପାଇପ୍ ପାଖରେ ଗାଧୋଇ ଦେଉଥାନ୍ତି।...

Featured Video Play Icon

Jaga-Kalia return back home । ଏସସିବିରେ ଜଗା-କାଳିଆ

After getting medically treated for 2 years at Delhi, conjoined twins from Kandhamal return back to the state. Following...

Featured Video Play Icon

Long queue at AAHAR centers of Bhubaneswar

In a sign of normalcy being restored after cyclone ‘fani’ devastated Bhubaneswar, Cuttack and Puri, as many as 21...

Featured Video Play Icon

ଆନ୍ଧ୍ର-ଓଡିଶା ବିବାଦରେ କୋଟିଆ ବାସୀ

କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତର ୨୧ଟି ଗ୍ରାମ ବିବାଦ ଘେରରେ ରହିଛି। ତେବେ କୋଟିଆ ପଞ୍ଚାୟତର ବାସ୍ତବ ଚିତ୍ର କିପରି ରହିଛି,...

Featured Video Play Icon

ଖାଁ ଖାଁ ଶ୍ରୀମନ୍ଦିର I Puri Jagannath temple wears a deserted look

ନୀତିକାନ୍ତି ଅନୁସାରେ ସବୁ ଦିନ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶରେ ବିଭୁଶିତ କରାଯାଉଛି । ହେଲେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗୁ...

Featured Video Play Icon

ଅନଲକ୍ ୩ , ଓଡିଶା ଗାଇଡଲାଇନ୍

ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ଅନଲକ୍ ୩ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଡାଇଡଲାଇନରେ କଣ ରହିଛି ଆସନ୍ତୁ ଦେଖିବା...

Featured Video Play Icon

ଆଦିତ୍ୟ ଠାକରେଙ୍କୁ କଣ କହିଲେ କଙ୍ଗନା

ଆଜିର ଏପିସୋଡରେ ଦେଖିବା ନେପୋଟିଜମକୁ ନେଇ କଣ କହିଲେ ବେବୋ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି...

Advertisement

BGU

Archives

Model This Week

Why Dharitri