Posted inଜାତୀୟ

ବିଲରେ ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୧୧।୮: କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀ କର୍ନାଟକର ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି। କୁମାରସ୍ବାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମ। କୃଷକମାନେ ମୋର ପରିବାର ଏବଂ ଚଳିତ ବର୍ଷର ଚାଷରେ ଯୋଗଦେବା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ। ମୁଁ ମୋର କୃଷି ସମ୍ପ୍ରଦାୟ ସହିତ ଜଡିତ ହୋଇ ଖୁସି ଅଛି।
କୁମାରସ୍ବାମୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବିଥିଲି ଯେ କୃଷି ବିଭାଗ ମୋତେ ଦିଆଯିବ। ଆମର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ କୃଷକଙ୍କ ସମସ୍ୟା ମଧ୍ୟ ଜାଣିଛନ୍ତି। ସେ ଏକ ଭଲ କାମ କରିବେ। କୃଷକ ସମ୍ପ୍ରଦାୟକୁ ସେ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରକାର ଶକ୍ତି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ରିଜ ଭୂଷଣ କୌଣସି ଦେଶ ନୁହେଁ’…ଜବାବ ଦେଲେ ଭିନେଶ

ଚଣ୍ଡିଗଡ଼,୮।୯: କଂଗ୍ରେସରେ ଯୋଗଦେବା ପରେ ହରିୟାଣାର ଜୁଲାନା ଆସନରୁ ଟିକେଟ ପାଇଥିବା ରେସଲର ଭିନେଶ ଫୋଗାଟଙ୍କ ରାଜନୈତିକ ଅବତାର ଦେଖିବାକୁ ମିଳିଥିଲା। ତାଙ୍କ ଶାଶୁ ଘର...

ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ...

ରେସିଡେଣ୍ଟ ଡାକ୍ତରଙ୍କ ବିବରଣୀ ମାଗିଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୮।୯: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ବିଷୟରେ ବିସ୍ତୃତ ସୂଚନା ମାଗି ଏକ ବିଜ୍ଞପ୍ତି ଜାରି...

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ,  ଆପ୍‌ ଏବଂ...

ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି

କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି।...

ଭାଜପାକୁ ଲାଗିବ ବଡ ଝଟ୍‌କା! ‘ଜୋ ରାମ କୋ ଲାୟେ ହୈ’ର ଗାୟକ ଧରିବେ ହାତ!

ଚଣ୍ଡିଗଡ଼,୮।୯: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଭାଜପାକୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଜଣାଶୁଣା ଗାୟକ କାହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ...

ରୁଷିଆ ଯିବେ ଏନଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ,୮।୯: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri