ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ବିରଳ ଘଟଣାର ଡାକ୍ତରମାନେ ଯାଞ୍ଚ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଶିଶୁକନ୍ୟାର ଜନ୍ମ ଚଳିତମାସ ଆରମ୍ଭରେ ଅସୁତା ମେଡିକାଲରେ ହୋଇଥିଲା। ଡାକ୍ତରମାନେ କୁହନ୍ତି, ଯେବେ ଶିଶୁକନ୍ୟାଟି ମା’ ପେଟରେ ଥିଲା ସେତେବେଳେ ଏହି ଶିଶୁକନ୍ୟାର ପେଟରେ ଭ୍ରୁଣ ବଢୁଥିଲା। ଏହା ପରେ ନବଜାତକର ଅଲଟ୍ରାସାଉଣ୍ଡ ଏବଂ ଏକ୍ସ-ରେ କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଶିଶୁକନ୍ୟା ପେଟରେ ଭ୍ରୁଣ ବଢୁଛି। ଯାହାକି ୧୦ ସପ୍ତାହ ହେଲାଣି ବିକଶିତ ହେଉଛି। ଖାଲି ଏତିକି ନୁହେଁ, ଏହି ଭ୍ରୁଣର ହାତ, ହାର୍ଟ ଏବଂ ପାଦ ମଧ୍ୟ ବିକଶିତ ହେଉଛି।

ଡାକ୍ତରଙ୍କ ମତରେ ଏହି ଭ୍ରୁଣ ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥିଲା। ଏହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଶିଶୁକନ୍ୟା ପେଟର ଅପରେଶନ କରାଯାଇ ଭ୍ରୁଣ ବାହାର କରାଯାଇଛି। ଏବେ ବିପଦମୁକ୍ତ ଅଛି ଶିଶୁକନ୍ୟା।

ଡାକ୍ତର କୁହନ୍ତି, ୫ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରେ ଜଣଙ୍କଠାରେ ଏପରି ବିରଳ ଘଟଣା ଦେଖିବାକୁ ମିଳିଥାଏ। ୨୦୧୬ରେ ଇଣ୍ଡୋନେସିଆରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ...

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ...

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ।...

୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି

ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି...

ଅର୍ଥନୈତିକ କରିଡୋର ବାହାନାରେ ଯୁବତୀ ଚୋରା ଚାଲାଣ ର଼୍ୟାକେଟ…

ଇସଲାମାବାଦ/ବେଜିଂ, ୩୧।୩ : କରୋନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସହ ଜଡିତ ପ୍ରକଳ୍ପ ପାଇଁ ଚାଇନାର ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥି ସହିତ,...

ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି)...

ପ୍ରଧାନମନ୍ତ୍ରୀ ପଚଣ୍ଡଙ୍କ ସାମ୍ନାରେ ପରୀକ୍ଷାର ସମୟ, ୧୦ ଜାନୁୟାରୀରେ ହାସଲ କରିବେ ବିଶ୍ୱାସ ମତ

କାଠମାଣ୍ଡୁ,୨ ।୧: ନେପାଳର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ସଂସଦର ପରୀକ୍ଷାର ସମ୍ମୁଖୀନ ହେବେ । ୧୦ ଜାନୁୟାରୀ ୨୦୨୩ରେ...

ଆଜି ଗୁରୁଦିବସ: କେବଳ ଏହି କାରଣ ପାଇଁ ଗୁରୁଦିବସ ପାଳନ କରିବାକୁ ଛାତ୍ରଙ୍କୁ ନିବେଦନ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ  ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ବାସ୍ତବରେ ସେ ଏହି...

Advertisement
Archives

Model This Week