Posted inଜାତୀୟ

୧୬ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ଲଦାଖରେ ୧୬ ହଜାର ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ସ୍ଥାନୀୟ ପୋଙ୍ଗୋଙ୍ଗ୍‌ ତୋସ୍‌ ନଦୀ କୂଳରେ ଆଇଟିବିପି ଯବାନମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର ୧୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଆଇଟିବିପି ଯବାନମାନେ ହାତରେ ପତାକା ଧରି ମାର୍ଚ୍ଚ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାକୁ ଶନିବାର ପୂର୍ବାହ୍ନ ୯ଟା ୪ରେ ଆଇଟିବିପି ଟୁଇଟର ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୬୬ ହଜାର ୬ଶହରୁ ଅଧିକ ୟୁଜର ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର କାଟ୍ରାଠାରେ ସୋମବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ...

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ...

ଜମ୍ମୁ କଶ୍ମୀର ବଡଗାମରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୬: ଜମ୍ମୁ କଶ୍ମୀରର ବଡଗାମ ଜିଲାରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

ଗୁଜରାଟରେ ଟଙ୍କା ବର୍ଷା: ଗାୟକ କିର୍ତ୍ତୀଦାନଙ୍କ ଉପରେ ନୋଟ ବର୍ଷାକଲେ ଦର୍ଶକ, ଭିଡ଼ିଓ ଭାଇରାଲ…

ଅହମଦାବାଦ, ୧୨।୩ : ଗୁଜରାଟର ଭାଲସାଡର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକମାନେ ଗାୟକ କିର୍ତ୍ତୀଦାନ ଗଡଭିଙ୍କ ଉପରେ...

ବିହାରରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ପାଟନା,୯।୫: ଚଳଚ୍ଚିତ୍ର ‘ଦ କେରଲା ଷ୍ଟୋରି’କୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କେତେକ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ସମର୍ଥନ କରୁଥିବା ବେଳେ...

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା...

ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !

ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର...

ପ୍ରଥମେ ଅବମାନନା, ପରେ ଅସ୍ବୀକାର

ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍‌କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା...

Advertisement
Archives

Model This Week