Posted inଫୁରସତ

ଟ୍ରାଭେଲ୍‌ ପିଲ୍ଲୋ

ଅନେକ ସମୟରେ ଦୂରଯାତ୍ରା କରିବା ବେଳେ ବହୁତ କ୍ଲାନ୍ତ ଅନୁଭବ ହୁଏ। ଆଉ ଆଖିକୁ ନିଦ ଆପେ ଆସିଯାଏ। କିନ୍ତୁ ବସିକି ଶୋଇ ହୁଏନା, ଯଦି ବି ନିଦ ଲାଗିଯାଏ ତେବେ ଅଜାଣତରେ ଆଉ କାହା କାନ୍ଧ ଉପରେ ଶୋଇଯାଇଥାଉ। ଫଳରେ ବହୁତ ଖରାପ ଲାଗେ। ତେଣୁ ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ତିଆରି ହୋଇଛି ଟ୍ରାଭେଲ୍‌ ପିଲ୍ଲୋ। ଏହି ଟ୍ରାଭେଲ୍‌ ପିଲ୍ଲୋ ୟୁ, ଜେ ଅବା ଗୋଲାକାର ଶେପ୍‌ରେ ଉପଲବ୍ଧ ହୋଇଥାଏ। ଏହାକୁ ବେକରେ ଗୁଡ଼େଇ ବସି ବସି ଆରାମରେ ତା’ ଉପରେ ମୁଣ୍ଡ ରଖି ଶୋଇପାରିବେ। ଏହାଦ୍ୱାରା ଢୁଳେଇ କି ମୁଣ୍ଡ ଆଗକୁ ଝୁଙ୍କି ନ ଥାଏ। ଏହି ତକିଆ ବହୁତ ନରମ ଓ ଆରାମଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri