ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୬, ୨୦୨୩ )

କଟକ ରାଣୀହାଟ ରାସ୍ତା ପାର୍ଶ୍ୱରେ ଛତା ମରାମତି କରୁଛନ୍ତି ଦୋକାନୀ

କଟକ ମାଲଗୋଦାମ ତାଳଦଣ୍ଡା କେନାଲ ପାର୍ଶ୍ୱରେ ସିଏମସି ପକ୍ଷରୁ ନିର୍ମିତ ପରିବା ହାଟର ଛାତ ଉପରେ ଗଛ ଭାଙ୍ଗି ବିପଦ ଶଙ୍କୁଳ ଅବସ୍ଥାରେ ପଡ଼ି ରହିଛି

କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର ପରିସରରେ ବିଭିନ୍ନ ଦାବି ନେଇ ଚୁକ୍ତିଭିତ୍ତିକ ପାରା ମେଡିକାଲ ଷ୍ଟାଫ ଏବଂ ନର୍ସିଙ୍ଗ ଷ୍ଟାଫଙ୍କ ଆନ୍ଦୋଳନ

କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଛତରା ବଜାର ପରିବା ମାର୍କେଟରେ ତାଳଦଣ୍ଡା କେନାଲ ମଧ୍ୟକୁ ଅଳିଆ ଆବର୍ଜନା ପକାଯାଉଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି

ବିଏମସି ତରଫରୁ ବଡ଼ଗଡ଼ କେନାଲ ସଫେଇ କାର୍ଯ୍ୟ ଚାଲୁଛି

 

ଭୁବନେଶ୍ୱର ସ୍ଥିତ କଳାରାହାଙ୍ଗରେ ବେଆଇନ ଘରକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି

 

ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ପ୍ରଥମ ଯୁକ୍ତ ଦୁଇ ମେରିଟ ତାଲିକା ପ୍ରକାଶିତ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ, ୨୦୨୬)

KMC Health Squard ପକ୍ଷରୁ କଟକ ମଧୁପାଟଣା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ଅପମିଶ୍ରିତ ୭୦ କୁଇଣ୍ଟାଲ ପନିର ଜବତ କରାଯାଇଛି, ସତୀଚଉରାସ୍ଥିତ ଡମ୍ପିଂ ୟାର୍ଡରେ ପନିରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri