ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୪, ୨୦୨୦)

ବିନ୍ଦୁସାଗରରେ ଟ୍ୟୁବ ଉପରେ ବସି ପଦ୍ମ ଫୁଲ ତୋଳା ଚାଲିଛି

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷାର ଦୃଶ୍ୟ

 

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରାଜଭବନ ନିକଟରେ ଥିବା  ତାଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

 

ଭୁବନେଶ୍ୱରରେ ମୋ ବସ ଗୁଡ଼ିକୁ ସାନିଟାଇଜ କରାଯାଉଛି

 

ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ଏଭଳି ରହିଛି ସାମାଜିକ ଦୂରତ୍ୱ

 

ଭୁବନେଶ୍ୱରରେ ଜିମ ଖୋଲିବା ପୂର୍ବରୁ ସାନିଟାଇଜ କରାଯାଉଛି

କଟକରେ ଖୁଦୁରୁକୁଣି ମୂର୍ତ୍ତି କିଣୁଛନ୍ତି ଯୁବତୀ

 

କଟକ କଲେଜ ଛକରେ ସାମାଜିକ ଦୂରତ୍ୱକୁ ହେୟଜ୍ଞାନ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର ଦିବା ୧୦ଟା ୩୦ ସମୟରେ କୁହୁଡିରେ ଆଚ୍ଛାଦିତ କଟକ ମଙ୍ଗୁଳି ଜାତୀୟ ରାଜପଥ କଟକ ଯୋବ୍ରା...

ଓଡିଶା: ଆଜିର ଫଟୋ ( ଜୁଲାଇ ୫, ୨୦୨୨ )

ରାଜଧାନୀରେ ବର୍ଷା   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ,...

ଓଡ଼ିଶା: ଆଜିର ଫଟୋ ( ମେ ୨୨, ୨୦୨୧)

କଟକ ଯୋବ୍ରା ଆନିକଟ ମହାନଦୀରେ ବଗ   କଟକ ଯୋବ୍ରା ଆନିକଟରେ ମାଛ ଧରୁଛନ୍ତି ବ୍ୟକ୍ତି   ଭୁବନେଶ୍ୱରରେ ଶଟଡାଉନ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୧ )

୩୨ତମ ସଡକ ସୁରକ୍ଷା ମାସ ଅବସରରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପିଏମ୍‌ଜି ଛକରେ ଜନ ସଚେତନତା   ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଜାତୀୟସ୍ତରୀୟ ହ୍ୟାଣ୍ଡଲୁମ...

ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୨)

ଶ୍ରୀକ୍ଷେତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଚାପ     କଟକ ଚୌଧୁରୀବଜାର ମଠସାହିରେ ବର୍ଷାଦିନର ଆଗମନ ପୂର୍ବରୁ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ନାଳରୁ ପଙ୍କ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୮, ୨୦୨୧)

ଜଣେ ଶିଳ୍ପୀ ରୁକୁଣା ରଥ ରେ ଚିତ୍ର ଆଙ୍କୁଛନ୍ତି କଲେଜ ଛକ ରାସ୍ତା ପାର୍ଶ୍ୱରେ ଥିବା ଜଳ ପୁର୍ଣ କୁଣ୍ଡ ରୁ ଜଳ ପି ତୃଷା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୨)

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା   ଭୁବନେଶ୍ୱର ମହାନଗର ନିଗମରେ ନବନିର୍ବାଚିତ ମେୟରଙ୍କ ସହିତ କର୍ପୋରେଟରଙ୍କ ଶପଥ ପାଠ, ମେୟରଙ୍କ ଦାୟିତ୍ୱ ଗ୍ରହଣ   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୦)

ଭୁବନେଶ୍ୱରର ଓଲ୍ଡଟାଉନ୍ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଶେଷ ସ୍ପର୍ଶ ଦେଇଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ସୋମବାର କଟକସ୍ଥିତ ରାଣୀହାଟ ହାଇସ୍କୁଲରେ ପରୀକ୍ଷା ହଲରେ...

Advertisement
Archives

Model This Week