ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୦)

ଭୁବନେଶ୍ୱରରେ ଲକଡାଉନ

 

କଟକ ଜୋବ୍ରାରେ ଏକ ପାର୍କରେ ଶୋଭା ବଢ଼ାଉଛି ଶିବ ଲିଙ୍ଗ ଆକୃତିର ଗଛ

 

କଟକ ପ୍ରସିଦ୍ଧ ଦହିବରା, ଆଳୁଦମକୁ ନେଇ ଓଏମପି ଛକରେ ପ୍ରସ୍ତୁତ ଚିତ୍ରକଳା

 

ମହାନଦୀ ବ୍ରିଜ ଉପରେ ଥିବା ଷ୍ଟ୍ରିଟଲାଇଟ ଗୁଡିକୁ ମରାମତି କରାଯାଉଛି

 

ମାଛ ଧରିବା ଲାଗି  ଜଣେ ବ୍ୟକ୍ତି କୁଆଖାଇ ନଦୀରେ ଜାଲ ପକାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭ , ୨୦୨୦)

କଟକସ୍ଥିତ ଶେଖ ବଜାରରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମା ଉପରେ ରଙ୍ଗ ଦିଆଯାଉଛି କୋଭିଡ-୧୯ ବିପଦ ବିଷୟରେ ଭୁବନେଶ୍ୱରର ପାୱାର ହାଉସ୍ ସ୍କୋୟାର ରାସ୍ତା କଡରେ...

ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି। ସରକାରଙ୍କ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୫, ୨୦୨୦)

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ମିନିଟ  ନୀରବ ପ୍ରାର୍ଥନା କରାଯାଉଛି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )

ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ   କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୪, ୨୦୨୦)

ମହାନଦୀ ଜଳରାଶିରେ ଶୋଭା ପାଉଥିବା ନୀଳାକାଶର ଭସା ବାଦଲଖଣ୍ଡର ପ୍ରତିବିମ୍ବ ପୁରୀଘାଟ ପାର୍ଶ୍ୱସ୍ଥ କାଠଯୋଡି ଜଳରାଶି ମଧ୍ୟରେ ବିଶ୍ରାମ ନେଉଥିବା ମଇଁଷିପଲ ବନ୍ୟାଜଳ ହ୍ରାସ ପାଇବା...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୧, ୨୦୨୦)

ମା ଖୁଦୁରୁକୁଣୀ ଓଷା ସମାପ୍ତ ହେବା ପରେ ବାଳିକା ମାନେ ମା ଙ୍କୁ କଟକ ର ଡ଼ିଅର ପାର୍କ ପାଖରେ ଥିବା ମହାନଦୀରେ ବିସର୍ଜନ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨, ୨୦୨୦ )

ଭୁବନେଶ୍ୱର ଗାନ୍ଧୀ ପାର୍କରେ ବିଭିନ୍ନ ସଂଗଠନ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି   ପ୍ରବଳ ବର୍ଷା ଫଳରେ କଟକ ସହରର ବିଭିନ୍ନ ଅଂଚଳ...

Coronavirus Update

Archives

Model This Week

Why Dharitri