
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୬ ହଜାର ୦୭୪ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ଜଣ ଥିବା ଜଣାପଡିଛି। ସେହିପରି କଟକ ୧୫୦, ମୟୁରଭଞ୍ଜ ୯୨, ବରଗଡ ୬୩, ଭଦ୍ରକ ୪୬, ବାଲେଶ୍ୱର ୭୩, ବଲାଙ୍ଗୀର-୬୩,ବୌଦ୍ଧ-୧୨, ଯାଜପୁର ୭୨, ରାୟଗଡାରୁ ୧୪, ନବରଙ୍ଗପୁର ୪୧, କେନ୍ଦ୍ରାପଡା ୫୧, କୋରାପୁଟ ୫୪, ଜଗତସିଂହପୁର ୯୯, ଢେଙ୍କାନାଳରୁ ୪୮, ଝାରସୁଗୁଡା ୪୮, ଅନୁଗୋଳ ୧୦୬, ନୂଆପଡା ୬୩, ସମ୍ବଲପୁର ୫୦, ସୁନ୍ଦରଗଡ ୯୯, ସୋନପୁର୨୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 21st October
New Positives Cases: 1913
In quarantine: 1109
Local contacts: 804(Details of local contacts will be shared by concerned District Administration)
District Wise Cases:
1. Angul: 106
2. Balasore: 73
3. Bargarh: 63
4. Bhadrak: 46
5. Balangir: 63— I & PR Department, Odisha (@IPR_Odisha) October 22, 2020
22. Mayurbhanj: 92
23. Nawarangpur: 41
24. Nayagarh: 33
25. Nuapada: 63
26. Puri: 55
27. Rayagada: 14
28. Sambalpur: 50
29. Sonepur: 20
30. Sundargarh: 99
31. State Pool: 50New recoveries: 2716
Cumulative Tested: 4199508
Positive: 276094
Recovered: 254913
Active cases: 19932— I & PR Department, Odisha (@IPR_Odisha) October 22, 2020