ଫେମଶ ହେବାକୁ ସର୍ଜରୀ କରିଥିଲେ ଏହି ନାୟିକା

ମୁ୍‌ମ୍ବାଇ: ଟେଲିଭିଜନ ପରଦାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭନେତ୍ରୀ ପୁନମ ପାଣ୍ଡେ । ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଖୁବ୍ ବୋଲ୍ଡ । ୧୧ ମାର୍ଚ୍ଚ ୧୯୯୧ରେ କାନପୁରରେ ଜନ୍ମ ନେଇଥିବା ପୁନମ ଆଜି ତାଙ୍କ ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । କିଛି ଲଭ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ପୁନମ ଶେଷରେ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଅବଶ୍ୟ ୨୦୨୦ରେ ସେ ତାଙ୍କ ବୟଫ୍ରେଣ୍ଡ ସୌମଙ୍କୁ ବିବାହ କରିଥିବା ଏକ ସାକ୍ଷାତ୍‌କାରରେ କହିଥିଲେ । ପୁନମ ସେତେବେଳେ କହିଥିଲେ ସୌମଙ୍କ ସହ ୩ ବର୍ଷ ହେବ ରିଲେସନଶିପରେ ଥିଲେ । ଆଉ ତାଙ୍କ ସହ ସୌମଙ୍କ ଚରିତ୍ରର ଅନେକ ସମାଞ୍ଜସ୍ୟ ରହିଛି । ତେଣୁ ସେ ତାଙ୍କୁ ବିବାହ କରିଛନ୍ତି । ଆଉ ଏହାର କିଛିଦିନ ପରେ ଉଭୟଙ୍କ ଭିତରେ କିଛି ଭୁଲ ବୁଝାମଣାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଥିଲେ ପୁନମ । ଏମିତିକି ସେତେବେଳେ ସେ ସୌମଙ୍କ ନାଁରେ ଅଭିଯୋଗ କରିବାରୁ ସେ ଗିରଫ ହୋଇଥିଲେ । ହେଲେ ଏସବୁ ମିଥ୍ୟା ଥିଲା ବୋଲି ପରେ ଶୁଣିବାକୁ ମିଳିଲା । ଏବେ ପୁନମ ତାଙ୍କ ପତିଙ୍କଠାରୁ ଅଲଗା ହୋଇ ଯାଇଥିବା କୁହାଯାଏ । ତେବେ ବୋଲ୍ଡନେସର ସବୁ ସୀମା ଅତିକ୍ରମ କରିଥିବା ପୁନମ ଫେମଶ ହେବା ପାଇଁ ବ୍ରେଷ୍ଟ ସର୍ଜରୀ କରିଥିବା ଅନେକେ ଜାଣିଥିବେ ।
ଏବେ ପୁନମ କଙ୍ଗନା ରାନାୱତଙ୍କ ଶୋ’ ଲକ୍‌ଅପ୍‌ରେ ଜଣେ କଏଦୀ ଭାବେ ନଜର ଆସିଛନ୍ତି । ଏଠି ସେ ତାଙ୍କ ପତିଙ୍କ ନିର୍ଯ୍ୟାତନା ବିଷୟରେ ବି ଖୋଲାଖୋଲି ଆଲୋଚନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ...

ପାକିସ୍ତାନୀ କଳାକାରଙ୍କୁ କାହିଁକି ନେଲେ ନାହିଁ ରେହମାନ!

ମୁମ୍ବାଇ: ବଲିଉଡ୍‌ର ନାମୀ ସଙ୍ଗୀତକାର ଏ. ଆର୍‌. ରେହେମାନ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମ୍ୟୁଜିକାଲ ଫିଲ୍ମ। ଯେଉଁଥିରେ ପ୍ରାୟ ୧୫ଟି ଗୀତ ରହିଛି। ନିକଟରେ...

ଦିବ୍ୟା-ବରୁଣଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବରୁଣଙ୍କ ବାପା

ଅଭିନେତ୍ରୀ ତଥା ବିଗ୍‌ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍‌ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ...

ଝିଅ କହି ନ ଥିଲେ, ଗଣମାଧ୍ୟମରୁ ଜାଣିଲି: ସୁସ୍ମିତାଙ୍କ ବାପା

ବମ୍ବେ: ବ୍ୟବସାୟୀ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ସୁସ୍ମିତା ସେନ। ଏନେଇ ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଖୁଲାସା...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କେପିଏସି...

ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା

ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ...

କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍‌ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି...

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

Advertisement
Archives

Model This Week