ଡ୍ରାଇଭରଙ୍କୁ ଛୁରାମାଡ଼ କରି ନେଇଯିବାକୁ ବସିଥିଲେ କାର

ଦେବଗଡ଼,୧୫।୧ (ଡି.ଏନ୍‌. ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ – ତିଳେଇବଣି ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭଡା କାରର ଡ୍ରାଇଭରଙ୍କୁ ଛୁରାମାଡ଼ ହୋଇଛି। ପରେ କାର ଲୁଟ ଉଦ୍ୟମ ହେଉଥିବା ବେଳେ ସୂଚନାପାଇ ଜିଲା ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ୩ ଲୁଟେରାଙ୍କୁ କାବୁ କରିଥିଲେ। ଅନ୍ୟପକ୍ଷରେ ଛୁରାମାଡ଼ରେ ଗୁରୁତର ଡ୍ରାଇଭର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଶୁକ୍ରବାର ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ପ୍ରେମଚାନ୍ଦ ପ୍ରାସାଦଙ୍କ ସ୍ବିଫ୍ଟ କାରକୁ ଦେବଗଡ଼ ଅଞ୍ଚଳର ୩ ଜଣ ଯୁବକ ଭଡାରେ ସମ୍ବଲପୁରରୁ ଦେବଗଡ଼କୁ ଆଣିଥିଲେ। ତେବେ ବିଳମ୍ବିତ ରାତିରେ ଗାଡି ଚାଳକ ରାଜୁ ଖାଁଙ୍କ ଗଳାରେ ଛୁରା ଓ ପିସ୍ତଲ ଦେଖାଇ ଲୁଟ୍‌ କରିବା ସହ ଗାଡି ଚାବି ଛଡ଼ାଇ ନେଇ ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଏସ୍‌ପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଟାକ୍ସ ଫୋର୍ସ ଚଢ଼ାଉ କରି ଘଟଣାସ୍ଥଳରୁ ତିନିଜଣ ଲୁଟେରାଙ୍କୁ କାବୁ କରିବା ସହ ଗାଡିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ଲୁଟେରାମାନେ ଦେବଗଡ଼ ଜିଲା ଡ଼ଙ୍ଗା ଘାଟ ଗ୍ରାମର ରିତୁ ପେଣ୍ଠେଇ, ଶଙ୍କର ପେଣ୍ଠେଇ ଓ ଅଶୋକ ମହାକୁଳ ବୋଲି ଜଣା ପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଅବକାରୀ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ,୧୮ା୪(ସ୍ବ.ପ୍ର.)-ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ଜୋରସୋର ଉଦ୍ୟମ ଚାଲିଛି। ଏଥିପାଇଁ ଜିଲାସ୍ତରରେ ମଧ୍ୟ କର୍ମଚାରୀମାନଙ୍କୁ କରୋନା ମୁକାବିଲା ପାଇଁ କାମ କରିବାକୁ ନିର୍ଦ୍ଦେଶ...

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କଲେ ବିଡିଓ

ଶେରଗଡ଼,୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି।...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା...

ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବେ ୪ ବରିଷ୍ଠ ଆଇନଜୀବୀ

କଟକ ଅଫିସ,୩୧ା୧: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢ଼ିବ। ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪...

୪ ହଜାର ଟଙ୍କାର ବାଲିକୁ ୫୦ ହଜାର

ଜଗତ୍‌ସିଂହପୁର ଅଫିସ୍‌, ୨୦ା୧୨: ଜଗତ୍‌ସିଂହପୁର ଜିଲାରେ ବାଲି ସଇରାତ ହାତେଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସଦ୍ୟ କେତୋଟି ସଇରାତ ନିଲାମ ଫଳାଫଳରୁ ଏହା ସ୍ପଷ୍ଟ...

ଜମି ଫାଟି ଆଁ : ଚିନ୍ତାରେ ଚାଷୀ

ତେଲକୋଇ, ୧୧।୮(ଡି.ଏନ.ଏ.): ଚାଷୀ ବହୁଳ ତେଲକୋଇ ଅଞ୍ଚଳରେ ବର୍ଷାର ଅଭାବ ଯୋଗୁ ଅଧିକାଂଶ ଜମି ଶୁଖିଲା ପଡିଛି । ଧାନ, ରୁଆ ବିହୁଡା ଅଧାରେ ରହିଛି।...

ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା

ଦାରିଙ୍ଗବାଡ଼ି,୫।୮(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ...

ଖୋର୍ଦ୍ଧା ହେଉଛି ବୀର ପାଇକମାନଙ୍କ ମାଟି : ଜିଲାପାଳ

ଖୋର୍ଦ୍ଧା ଅଫିସ,୨୬।୧: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ଖେଳପଡ଼ିଆରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ...

Advertisement
Archives

Model This Week