ଏହି ୭ ବଲିଉଡ କଳାକାରଙ୍କ ମୃତ୍ୟୁ ବେଶ ଭୟଙ୍କର, ପାଣି ଟୋପାଏ ବି ଦେବାକୁ କେହି ନ ଥିଲେ

ବମ୍ବେ: ଆଜି ବି ରହସ୍ୟ ଘେରରେ ରହିଛି ଅନେକ ବଲିଉଡ କଳାକାରଙ୍କ ମୃତ୍ୟୁ। ହଠାତ ତାଙ୍କର ବିଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଶେଷ ମୂହୁର୍ତ୍ତରେ ସେମାନେ ମଧ୍ୟ ପ୍ରିୟଜନଙ୍କ ସହ ବାର୍ତ୍ତାଳାପ ତ ଦୂରର କଥା ପାଣି ଟୋପାଏ ପାଇ ନାହାନ୍ତି। ଆସନ୍ତୁ ଜାଣିବା…

ଦିବ୍ୟା ଭାରତୀ: ଏକ ଉଚ୍ଚ କୋଠାରୁ ପଡ଼ି ଦିବ୍ୟା ନିଜ ଜୀବନ ହାରିଥିଲେ। ତାଙ୍କ ପ୍ରଶଂସକ ଏଭଳି ଭୟଙ୍କର ମୃତ୍ୟୁକୁ ଗ୍ରହଣ କରି ନ ଥିଲେ।

ସୁଶାନ୍ତ ସିଂହ ରାଜପୁତ: ନିଜର ଫ୍ଲାଟରେ ସୁଶାନ୍ତ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ କେହି ନ ଥିଲେ।

ଶ୍ରୀଦେବୀ: ଅଭିନେତ୍ରୀ ଶ୍ରୀଦେବୀଙ୍କୁ ତାଙ୍କର ହୋଟେଲ୍‌ ରୁମ୍‌ରେ ଥିବା ବାଥଟବ୍‌ରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳେ ତାଙ୍କର ସହାୟତା ଲାଗି ପାଖରେ କେହି ନ ଥିଲେ।

ପରଓ୍ବିନ ବାବି: ଅଭିନେତ୍ରୀ ପରଓ୍ବିନ ବାବିଙ୍କ ମୃତ୍ୟୁ ବେଶ ଭୟଙ୍କର ଥିଲା। ଆଜିଯାଏ ତାଙ୍କର ରୋଗ ବିଷୟରେ କେହି ଜାଣି ନାହାନ୍ତି।

ସିଦ୍ଧାର୍ଥ ଶୁକ୍ଳା: ଅଭିନେତା ସିଦ୍ଧାର୍ଥ ହଠାତ୍‌ ହୃଦଘାତ ହେବା ଯୋଗୁ ମୃତ୍ୟୁ ଘଟିଥିଲା। ସେ ସମୟରେ କାହା ପାଖରେ କିଛି କହିବାକୁ କିମ୍ବା କରିବାକୁ ସମୟ ନଥିଲା।

ଜିୟା ଖାନ୍‌: ଅଭିନେତ୍ରୀ ଜିୟାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ମୃତ୍ୟୁ ସମୟରେ ମଧ୍ୟ ତାଙ୍କୁ ଶାନ୍ତି ମିଳି ନ ଥିଲା।

ସିଲ୍କ ସ୍ମିତା: ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ମୃତ୍ୟୁର କାରଣ ଏବେ ଯାଏ ଖୁଲାସା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri