ଏହି ରାଶିର ମହିଳା ଖୁବ୍‌ ଭାଗ୍ୟବତୀ: ଉଭୟ ବାପଘର- ଶାଶୁଘର ଲୋକଙ୍କ ପାଇଁ…

କୁହାଯାଏ, ପ୍ରତ୍ୟେକ ମଣିଷ ନିଜ ସାଥିରେ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ସେଥିପାଇଁ ପ୍ରତ୍ୟେକଙ୍କର ଭାଗ୍ୟ ପରସ୍ପରଠାରୁ ଅଲଗା ହୋଇଥାଏ। କାହାକୁ ଜୀବନରେ ଶୀଘ୍ର ସଫଳତା ମିଳିଯାଏ ତ କିଏ ବହୁ ପରିଶ୍ରମ କରିବା ପରେ ବି ତାକୁ ସଫଳତା ମିଳେ ନାହିଁ। ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଭାଗ୍ୟଶାଳୀ ରାଶି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବିଶେଷ କରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ, କର୍କଟ, ଧନୁ ତଥା ମୀନ ରାଶିର ମହିଳାମାନଙ୍କୁ ଖୁବ୍‌ ଭାଗ୍ୟବତୀ ବୋଲି ବିବେଚନା କରାଯାଇଥାଏ। କୁହାଯାଏ, ବୃଷ ରାଶିର ମହିଳାମାନେ ଯେମିତି ବୁଦ୍ଧିମାନ ସେମିତି ପରିଶ୍ରମୀ ବି ହୋଇଥାନ୍ତି। ଏମାନେ ନିଜ ସହିତ ନିଜ ପରିବାର ପାଇଁ ସୌଭାଗ୍ୟ ଆଣି ଦେଇଥାନ୍ତି। ସେହିପରି କର୍କଟ ରାଶିର ମହିଳାମାନେ ଯେଉଁ କାମରେ ହାତ ଦେଇଥାନ୍ତି, ସେଥିରେ ସେମାନେ ନିଶ୍ଚୟ ସଫଳତା ପାଇଥାନ୍ତି। ଅନ୍ୟପକ୍ଷେ ଧନୁ ଓ ମୀନ ରାଶିର ମହିଳାମାନେ ନିଜ ସହିତ ଅନ୍ୟମାନଙ୍କ ପାଇଁ ବି ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏମାନେ ଉଭୟ ବାପଘର ଓ ଶାଶୁଘର ଲୋକଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମୋହ

ମହିଳାମାନଙ୍କୁ ଶପିଂ କରିବା ପାଇଁ ଭଲ ଲାଗେ। କିନ୍ତୁ ଅନେକ ସମୟରେ ଆବଶ୍ୟକ ନ ଥାଇ ସେମାନଙ୍କର ଶପିଂ କରିବା ଏକ ନିଶାଭଳି ହୋଇ ଯାଇଥାଏ।...

ଲୁଣପାଣିରେ ଗାଧୋଇଲେ ତ୍ୱଚାରେ ଆସିଥାଏ ଚମକ

ଲୁଣ ବିନା ଖାଦ୍ୟ ସ୍ବାଦହୀନ। ଲୁଣ ବେଶି ହେଲେ ଖାଇହେବ ନାହିଁ କିମ୍ବା କମିଗଲେ ମଧ୍ୟ ଖାଇହେବ ନାହିଁ। ଲୁଣ ଆମ ଦୈନନ୍ଦିନ ଜୀବନରେ ଖୁବ୍‌...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି...

ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ...

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଇତିମଧ୍ୟରେ ସ୍ପେନ୍‌ର ଗବେଷକ ଜୁଆନ୍‌ କାର୍ଲୋସ ଚାଇନାର ଏକ ବିଜ୍ଞାନାଗାରରେ (ତାଙ୍କ ଦେଶରେ ଏ ଗବେଷଣାକୁ ଅନୁମତି ନ ଥିବାରୁ) ଘୁଷୁରିଠାରେ ମଣିଷର କାଣ୍ଡକୋଷିକା ପ୍ରତିରୋପଣ...

ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ। ଥଣ୍ଡା କ୍ଷୀର, ପନିପରିବା ଏବଂ...

ସୁସ୍ଥ ରହିବା ଅନ୍ତରାଳେ…

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ ସୁସ୍ଥ ରଖିବା ଅପରିହାର୍ଯ୍ୟ। ତେଣୁ ଆମକୁ କେତୋଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ.....

Advertisement
Archives

Model This Week