ଲିକ୍‌ ହେଲା ଏହି ଷ୍ଟାରଙ୍କ ପ୍ରାଇଭେଟ୍‌ ଭିଡିଓ

ଛୋଟ ପରଦାର ଲୋକପ୍ରିୟ କପଲଙ୍କ ମଧ୍ୟରୁ କରଣ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ସେମାନେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ପରସ୍ପର ଉଭୟଙ୍କ ନିକଟତର ଫଟୋ ଓ ଭିଡିଓ ଅନେକ ସମୟରେ ଭାଇରାଲ ହୋଇଥାଏ। ମାତ୍ର ଏଥର ତାଙ୍କର ଏକ ପ୍ରାଇଭେଟ୍‌ ଭିଡିଓ ଇଣ୍ଟରନେଟରେ ଲିକ୍‌ ହୋଇଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ନିକଟରେ ଏକ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିବା ବେଳେ ଦୁହେଁ ପୋଜ ଦେଉଥିବାର ନଜର ଆସିଥିଲେ। ସେହିସମୟର ଅନ୍ତରଙ୍ଗ ଭିଡିଓ ଲିକ୍‌ ହୋଇ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପରସ୍ପରଙ୍କୁୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ତେଜସ୍ବୀ ଜାଣି ନଥିଲେ ଯେ, ଭିଡିଓ ରେକର୍ଡ କରାଯାଉଛି, ସେ ଜାଣିବା ମାତ୍ରେ କହିବାକୁ ଲାଗିଲେ, ଦୟାକରି ଏହାକୁ ପୋଷ୍ଟ କରନ୍ତୁ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ନ ହେଉ ତେଜସ୍ବୀ ଚାହୁଁଥିବା ବେଳେ କରଣଙ୍କ ଏ ନେଇ କୌଣସିି ଆପତ୍ତି ନଥିଲା।
କରଣ ଏବଂ ତେଜସ୍ବୀଙ୍କର ଏହି ଭିଡିଓ ଏକ ଜନ୍ମଦିନ ପାର୍ଟିରୁ ଆସିଛି, ଯେଉଁଥିରେ ମୌନି ରୟ ମଧ୍ୟ ନଜର ଆସିଛନ୍ତି। ଏହା ପୂର୍ବରୁ ତାଙ୍କର ଏଭଳି ଅନେକ ଫଟୋ ସାମ୍ନାକୁ ଆସିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍‌ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍‌ ମଧ୍ୟରେ ରୋମାନ୍ସ ସିନ୍‌ ରହିବା ଜରୁରୀ। ଏପରି ସିନ୍‌ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ...

ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ...

ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ

ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା...

ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ

ଲକ୍ଷ୍ନୌ,୧୮।୫: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା...

ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍‌ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ...

ପରଦାରେ ଗାଙ୍ଗୁଲି ହେବା ଲାଗି ଅଣ୍ଟା ଭିଡିଲେ ଆୟୁଷ୍ମାନ

ବମ୍ବେ: ଭାରତୀୟ ଖେଳାଳିମାନଙ୍କ ଉପରେ ନିର୍ମିତ ବାୟୋପିକକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ। ଉଦାହରଣ ସ୍ବରୂପ ‘ଏମ୍‌ ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ...

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ...

ପୁଅ ଗିରଫ ହେବା ପରେ ‘ମନ୍ନତ’ ଛାଡ଼ି ଚାଲି ଯାଇଥିଲେ ଶାହାରୁଖ; କାରଣ ଜାଣିଲେ…

ବମ୍ବେ: ଦୀର୍ଘ ତିନି ସପ୍ତାହ ପରେ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ମିଳିଛି ଜାମିନ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ...

Advertisement
Archives

Model This Week