Posted inଫୁରସତ

ୟୁଟ୍ୟୁବ୍‌ରେ ରେକର୍ଡ ଭାଙ୍ଗିଲା ଏହି ଗୀତ, ୧୦ କୋଟି ଥର ଦେଖାସରିଲାଣି

ଆଜିକାଲି ସୋସିଆଲ ମିଡିଆରେ ଏକ ଗୀତ ବେଶ୍‌ ଟ୍ରେଣ୍ଡ୍‌ କରୁଛି। ଏହି ଗୀତ ଛୋଟ ପିଲାଙ୍କର। ଗୀତଟି ବିଶ୍ୱ ରେକର୍ଡ ବି ସୃଷ୍ଟି କରିଛି। ୧୩ ଜାନୁୟାରୀରେ ୟୁଟ୍ୟୁବ୍‌ ଇତିହାସରେ ଏହି ଗୀତ ୧୦ ବିଲିୟନ ଅର୍ଥାତ୍‌ ୧୦ କୋଟି ଥର ଦେଖାସରିଛି। ଯାହା କି ଏତେ ଭ୍ୟୁ ଯାଇଥିବା ପ୍ରଥମ ଭିଡିଓ ଭାବରେ ପରିଗଣିତ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ସାଉଥ କୋରିଆର ଏଜୁକେଶନାଲ ଏଣ୍ଟରଟେନମେଣ୍ଟ ଫର୍ମ pinkfong ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ବେବି ଶାର୍କ’ ଗୀତକୁ କୋରିଆ-ଆମେରିକା ସିଙ୍ଗର ହୋପ୍‌ ସେଗୋଇନ ସ୍ବର ଦେଇଛନ୍ତି। ଏହି ଗୀତ ୨୦୧୬ରେ ରିଲିଜ ହୋଇଥିଲା। ନଭେମ୍ବର ୨୦୨୧ରେ ଏହି ଗୀତକୁ ୭.୦୪ କୋଟି ଥର ଦେଖାସରିଛି। ଏହି ଗୀତକୁ ପିଲାମାନେ ଖୁବ୍‌ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ଗୀତଟି ଟ୍ରେଣ୍ଡ୍‌ କରୁଛି।

pinkfong ନାମକ ଏକ ଟୁଇଟର ପେଜ୍‌ରେ ଏହା ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଆମର ଏହି ଗୀତକୁ ୟୁଟ୍ୟୁବ୍‌ରେ ୧୦ କୋଟି ଥର ଦେଖାଯାଇଛି। ଏହି ଗୀତ ଇତିହାସ ରଚିଛି। ୟୁଜରମାନେ ମଧ୍ୟ ନିଜ ନିଜର ସୁନ୍ଦର ମତାମତ ଆଉ ପ୍ରତିକ୍ରିୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ...

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌କୁ ପାଳନ କରାଯାଇ ଯୋଗ ଦିବସ...

ବର କାନ୍ଦି କାନ୍ଦି ଯାଏ ଶାଶୁଘର…

ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା...

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି...

ରାତିକ ପାଇଁ ୨ କୋଟି

ବ୍ରିଟେନର ଗ୍ଲାମର ମଡେଲ ରିଆନ ଶାଗଡେନ ତାଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। କିନ୍ତୁ ସେ ଟ୍ରୋଲରମାନଙ୍କୁ କଡ଼ା ଜବାବ...

ବସୁଧୈବ କୁଟୁମ୍ବକମ୍‌ ଆଣେ ଏକତା

ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ହେବା ସହିତ ଲୋକଙ୍କ ମଧ୍ୟରେ...

ପ୍ରଥମ ଦରମାରେ ରୋଗୀଣା ଶିଶୁକୁ ଖାଇବାକୁ ଦେଇଥିଲି

ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ଡା. ରମାରମଣ ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କଟକ ଜିଲାର ମଧ୍ୟକଚ୍ଛରେ ଆମ ଗାଁ ହୋଇଥିଲେ ହେଁ...

ପ୍ରଥମ ଉପାର୍ଜିତ ଅର୍ଥରେ ବହି କିଣିଥିଲି: ଡ. ଅଜୟ କୁମାର ତ୍ରିପାଠୀ

୧୯୯୨ ମସିହାର ଏକ ଶୀତୁଆ ସନ୍ଧ୍ୟା। ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ମୁଁ ଫେରି ଆସିଥାଏ ମୋ ସହର...

Advertisement
Archives

Model This Week