Posted inଫୁରସତ

ଶ୍ୱାସକ୍ରିୟା କରିପାରୁଛି ରୋବୋ, ବୋହୁଛି ଝାଳ

ରୋବୋ ଏକ ମେସିନ୍‌। ଏଥିରେ ନ ଥାଏ ମଣିଷ ପରି କୌଣସି ସମ୍ବେଦନଶୀଳତା। ଏଥିରେ ଅନେକ କମ୍ପ୍ଲିକେସି ବି ଥାଏ। ତେଣୁ ଏହାର ବହୁଳ ବ୍ୟବହାର ଏଯାଏଁ ହୋଇପାରି ନାହିଁ। ତେବେ ସମୟକ୍ରମେ ଏବେ ରୋବୋରେ ଅନେକ ଡେଭଲପ୍‌ମେଣ୍ଟ ହେଲାଣି। ତେବେ ଏବେ ଖବର ଆସିଛି ବୈଜ୍ଞାନିକମାନେ ଏଭଳି ଏକ ରୋବୋ ତିଆରି କରିଛନ୍ତି, ଯେକି ଅନେକାଂଶରେ ମଣିଷ ଭଳି। ଯାହାର ନାମ ହେଉଛି ଏଣ୍ଡି। ଏହି ରୋବୋର ମଣିଷ ପରି ଝାଳ ବି ବୋହୁଛି, ଶୀତ ଲାଗୁଛି ଓ ସବୁଠୁ ବଡ଼ କଥା ହେଲା ଏହା ଶ୍ୱାସକ୍ରିୟା କରିପାରୁଛି। ଝାଳ ବୋହୁଥିବାରୁ ଏହାକୁ ସ୍ବେଟି ରୋବୋ ନାମରେ ନାମିତ କରାଯାଇଛି। ଅନେକ ବ୍ରିଲିଆଣ୍ଟ ରୋବୋ ନିଜର ବୁଦ୍ଧିକୁ ଏକଜୁଟ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଥର୍ମାଲ ରୋବୋରେ ଏଭଳି ବିଶେଷତ୍ୱସବୁ ଥିବାରୁ ଏହା ଅନେକାଂଶରେ ମଣିଷ ଭଳି ପ୍ରତ୍ୟେୟ ହୁଏ। ଏହି ରୋବୋର ମଣିଷ ଭଳି ଚର୍ମ ତିଆରି କରାଯାଇଛି। ଯାହାକି ଗରମ ଓ ଥଣ୍ଡାକୁ ଅନୁଭବ କରିପାରେ। ଏହା ବିଭିନ୍ନ ପ୍ରକାରର ମଣିଷ ଶରୀର ଉପରେ ଗରମର ପ୍ରଭାବ କିଭଳି ପଡ଼ିଥାଏ ତାହା ଟେଷ୍ଟ କରିପାରେ। ଆମେରିକାର ଫାର୍ମ ଥର୍ମେଟ୍ରିକ୍ସ ଏଭଳି ୧୦ଟି ରୋବୋ ତିଆରି କରିଛନ୍ତି। ଏହି ଫାର୍ମ ଏହି ରୋବୋ ମଡେଲ ଆଧାରରେ ସ୍ବେଟି ବେବି ରୋବୋ ବି ତିଆରି କରିଛନ୍ତି। ଯାହା ସାହାଯ୍ୟରେ ପିଲାଙ୍କର ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ବୁଝିବା ଲାଗି ସାହାଯ୍ୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କରାଚୀ ଆକ୍ରମଣରେ ବିଚଳିତ ପାକିସ୍ତାନ, ଆଫଗାନିସ୍ତାନରେ ବିମାନ ଆକ୍ରମଣ କରି ୩୫ ସାଧାରଣ ନାଗରିକଙ୍କୁ ହତ୍ୟା

ଇସଲାମାବାଦ,୨୯।୬: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ପାକିସ୍ତାନ ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ପ୍ରାୟ 12:30 AM ସମୟରେ ତିନୋଟି ଆଫଗାନିସ୍ତାନ ପ୍ରଦେଶ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri