ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬।୭: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି। ଏ-୧ରେ ୮,୧୧୯ ପାସ୍‌ କରିଥିବା ଏ-୨ରେ ପାସ୍‌ କରିଛନ୍ତି ୮୪,୮୮୯ ପିଲା। ଛାତ୍ରୀଛାତ୍ର ଓ୍ବେବ୍‌ସାଇଟ୍‌ www.bseodisha.nic.inରେ ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୫ଲକ୍ଷ ୧୭ ହଜାର୮୪୭ ଜଣ ପାସ୍‌ କରିଥିବା ବେଳେ ୮ ହଜାର୬୯୯ ଜଣ ଫେଲ୍‌ ହୋଇଛନ୍ତି। ସେହିପରି ୨,୬୦,୯୭୦ ଛାତ୍ରୀ ପାସ୍‌ କରିଥିବା ବେଳେ ୨,୫୬,୮୭୭ ଛାତ୍ର ପାସ୍‌ କରିଛନ୍ତି। ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ କରି ନାହାନ୍ତି। ସେଥିମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୋଳର ଗୋଟିଏ ସ୍କୁଲ ଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ ଅଫିସ,୧୭ା୭: ସରିଯାଇଛି ରଥଯାତ୍ରା। ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗହଳି ଚହଳି। ମଙ୍ଗଳବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ।...

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ...

ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିବସ, ଜଣେ ଯାତ୍ରୀଙ୍କ ଜୀବନ ଗଲା; ୬ ଗୁରୁତର

ରାଉରକେଲା ଅଫିସ,୨୭ା୧୨: ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନ୍‌ଏଚ୍‌ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ...

ବିଧାନସଭା ମୌସୁମୀ ଅଧିବେଶନ: ଅସୁସ୍ଥତା ସତ୍ତ୍ୱେ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧।୯(ବ୍ୟୁରୋ): ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଥିବା ବେଳେ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ବିରୋଧୀ...

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ...

ୟାସ୍‌ ପ୍ରଭାବ: ଭାଙ୍ଗିଲା ଗଛ, ଜନଜୀବନ ଅସ୍ତବ୍ୟସ୍ତ

ହାଟଡିହୀ,୨୬।୫(ଡିି.ଏନ୍‌.ଏ.): ବାତ୍ୟା ୟାସ୍‌ର ପ୍ରଭାବ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇ ନ ଥିଲେ...

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି: ଇଂରାଜୀ, ଗଣିତ, ବିଜ୍ଞାନକୁ ଗୁରୁତ୍ୱ; ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ...

ମନ ମୋହୁଛି ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏଥିରୁ ବାଦ ପଡ଼ି ନାହାନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବିଭିନ୍ନ...

Advertisement
Archives

Model This Week