Posted inଜାତୀୟ

ମମତାଙ୍କୁ ପୁଣି ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଲକାତା,୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ହୁଗୁଳିରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ କରିଥିଲେ। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ରତା ରହିଛି। ଭାଷା, ସଂସ୍କୃତି ସମସ୍ତଙ୍କଠାରୁ ଭିନ୍ନ। ଏପରି କି ପଶ୍ଚିମବଙ୍ଗର ମିଠା ଦହିର ସ୍ବାଦିଷ୍ଟତା ଉପରେ କହିବା ସହ ମମତାଙ୍କୁ ଆପଣମାନେ ଏତେ ପିତା କାହିଁକି ବୋଲି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଭାଜପା ଉପରେ ଦେଇଥିବା ମମତାଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : :ଗୁରୁବାର ରାତିରୁ ପ୍ରଚାର ବନ୍ଦ

ନୂଆଦିଲ୍ଲୀ,୧୬ା୫: ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ନିର୍ବାଚନ କମିଶନ (ଇସି) ସେଠାରେ ପ୍ରଚାରକୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯...

କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି...

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର...

ପିଏଫ୍‌ଆଇ ମାମଲା: ୪୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୯।୯ : ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କ୍ୟାଡର ମାମଲାରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ରବିବାର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୪୦ଟି ସ୍ଥାନରେ...

ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ,୨୨।୯: ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ୪ ଜଣ ସନ୍ଦିଗ୍ଧ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।...

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି...

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ଅହମ୍ମଦାବାଦ,୧୯।୪: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ କୌଣସି ପାକିସ୍ତାନ ଯବାନ ଅବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇ ନ ଥିବା...

ଶ୍ରଦ୍ଧାଙ୍କ ଅସ୍ଥିକୁ ମେଶିନରେ ଗୁଣ୍ଡ କରିଥିଲେ ଆଫ୍‌ତାବ

ନୂଆଦିଲ୍ଲୀ,୮।୨: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଅସ୍ଥିଗୁଡ଼ିକୁ ଗୁଣ୍ଡ...

Advertisement
Archives

Model This Week