ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା। ପାହାଡ଼ ନିକଟରେ ଥିବା ଜନବସତିର ଅଳିଆଗଦାରୁ ନିଆଁ ଶୁଖିଲା ପତ୍ରରେ ଲାଗି ପାହାଡ଼କୁ ବ୍ୟାପି ଥିବା ଆଲୋଚନା ହେଉଛି। ପାହାଡ଼ରେ ସମାଜିକ ବନୀକରଣ ଯୋଜନାରେ ବ୍ୟାପକ ଗଛ ଲଗାଯିବା ସହ କନକ ଦୁର୍ଗା ମନ୍ଦିର କମିଟି, ଗାୟତ୍ରୀ ପରିବାର ପକ୍ଷରୁ ମଧ୍ୟ ଚାରା ରୋପଣ କରାଯାଇଛି। କିଛି ଦିନ ତଳେ ସହର ନିକଟ ମେଣ୍ଢାଖାଇ ପାହାଡ଼ରେ ମଧ୍ୟୁ ନିଆଁ ଲାଗି ବହୁ ଗଛ ପୋଡ଼ି ନଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ସ୍ନାନ କଲେ ମହାପ୍ରଭୁ

ଖୋର୍ଦ୍ଧା ଅଫିସ,୨୪ା୬: ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ଦେବସ୍ନାନ ଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୦୮...

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ

ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ...

ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି...

ପଞ୍ଚାୟତ ନିର୍ବାଚନ: ଗଞ୍ଜାମରେ ୧୫,୯୪୯ ନାମାଙ୍କନପତ୍ର ଦାଖଲ

ଛତ୍ରପୁର,୨୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପର୍ବ ସମାପ୍ତ ହୋଇଛି। ବିଭିନ୍ନ ପଦ ପଦବୀ...

ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି।...

ଘରୋଇ କଳି ହେଲା କାଳ: ପୁଅ ସହ ଯୁକ୍ତିକରି ମା’ଙ୍କ ଆତ୍ମହତ୍ୟା

ଢେଙ୍କିକୋଟ,୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମ ଗିଧିବସା ସାହିରେ ସୋମବାର ରାତିରେ ଘରୋଇ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧା...

ଆଜି ରାଜ୍ୟରୁ ୨୪୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ୍‌, ୫ା୩: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ...

Advertisement
Archives

Model This Week