Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ଅଭିଷେକ ପରେ କ୍ଷୀରର ରଙ୍ଗ ହୋଇଯାଏ ନୀଳ

ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେତୁ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ପରେ ତାହା ନୀଳ ରଙ୍ଗରେ ପରିଣତ ହୋଇଯାଏ । ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ମନ୍ଦିର ରହିଛି କେରଳରେ। କେରଳର କେଜାପେରୁମପାଲାମରେ ଅବସ୍ଥିତ କେତୁଙ୍କ ମନ୍ଦିର।

ଏହି ମନ୍ଦିର ନାଗନାଥସ୍ବାମୀ ମନ୍ଦିର ଭାବରେ ଜଣାଶୁଣା। ଏହି ମନ୍ଦିର କେରଳରେ ପ୍ରବାହିତ କାବେରୀ ନଦୀ କୂଳରେ ଅବସ୍ଥିତ। ମନ୍ଦିରରେ ଅନେକ ରହସ୍ୟ ଅଛି, ଯାହା ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମନ୍ଦିରର ରହସ୍ୟ ହେତୁ ଏହା ଲୋକମାନଙ୍କ ମଧ୍ୟରେ ବହୁ ମାନ୍ୟତା ପାଇଥାଏ। ଯଦିଓ ଏହି ମନ୍ଦିର କେତୁଙ୍କ ପାଇଁ ଉତ୍ସର୍ଗୀକୃତ, ଏହି ମନ୍ଦିରର ମୁଖ୍ୟ ହେଉଛନ୍ତି ଭଗବାନ ଶିବ। ସେଥିପାଇଁ ଏହା ନାଗନାଥ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ।

ଲୋକମାନେ ଦୂରଦୁରନ୍ତରୁ ଆସି ମନ୍ଦିରରେ ରାହୁ- କେତୁ ଉପରେ କ୍ଷୀର ଢାଳନ୍ତି। ଯେଉଁ ଭକ୍ତଙ୍କର ରାହୁ କେତୁ ଦୋଷ ଥାଏ କ୍ଷୀର ଢାଳିବା ମାତ୍ରେ ଏହା ନୀଳ ରଙ୍ଗ ହୋଇଯାଏ। ଏହାସହ ଏଠାରେ କ୍ଷୀର ଢାଳିଲେ ରାହୁ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟି ପଡ଼ିଲା ମଦ ଭର୍ତ୍ତି ଟ୍ରକ, ଆଉ ତା ପରେ…

ଓଲଟିପଡ଼ିଲା ମଦ ଭର୍ତ୍ତି ଟ୍ରକ। ଗୋଟିଏ ପରେ ଗୋଟିଏ ପେଟି ବୋହିନେଲେ ଲୋକେ। ଆସାମର ସେପୋନ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଅଞ୍ଚଳଦେଇ...

ଟଏଲେଟ୍‌ ପେପର୍‌ ଓ୍ବେଡିଂ ଗାଉନ୍‌

ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ...

ଭିନ୍ନ ଏକ ରଜପର୍ବ

ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ । ଏମିତିରେ ଗାଁରୁ ସହର...

୯.୨ କୋଟି ଦରମା ପରେ ବି ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡିଲା ମହଙ୍ଗା

ଲଣ୍ଡନ,୬।୨: ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍‌ ଚୋରି କରିବା ପଡ଼ିଲା ମହଙ୍ଗା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା କେନରି ୱାର୍ଫରେ ଥିବା ସିଟିବ୍ୟାଙ୍କ ୟୁରୋପୀୟ ମୁଖ୍ୟାଳୟରୁ ଆସିଛି।...

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ...

ପଛରୁ ଛପିଛପି ଆସି କୁମ୍ଭୀରକୁ ମାଡ଼ି ବସିଲା ବାଘ: ଦେଖନ୍ତୁ ଲୋମ ଟାଙ୍କୁରା ଭାଇରାଲ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର

ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

Advertisement
Archives

Model This Week