Posted inଜାତୀୟ

ଜାନୁୟାରୀ ୩୧ରୁ ଆରମ୍ଭ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୪।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୩୧ ରୁ ଫେବୃୟାରୀ ୧୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ...

ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍‌ପିଙ୍କୁ ଧମକାଇବାର ପ୍ରୟାସ

ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ...

୪୪ ଦିନ ପରେ ସରକାରୀ ଘର ଖାଲି କଲେ ମେହେବୁବା

ଶ୍ରୀନଗର,୨୯ ।୧୧: ସରକାରୀ ନୋଟିସର ୪୪ ଦିନ ପରେ ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଶ୍ରୀନଗରର ପଁଶ ଅଞ୍ଚଳରେ ଗୁପକାରରେ...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ...

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ: ଜଣେ ଯବାନ ଶହୀଦ୍‌, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୩୦।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଜାରି ରହିଛି। ଶନିବାର ବିଳମ୍ବିତ ରାତ୍ରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ...

ଭାଜପାକୁ ଝଟ୍‌କା ଦେବେକି ଅଜିତ !

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମହାଭାରତର ମଙ୍ଗଳବାର ଅନ୍ତ ଘଟିବ ବୋଲି ଆଲୋଚନା ହେଉଛି। କାରଣ ଏହାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବାର ଅଛି। ହେଲେ ଅନ୍ୟପଟେ...

ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର...

ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି

ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି...

Advertisement
Archives

Model This Week