ମୁହଁ ଖୋଲି କହି ନ ପାରିଲେ ବି ଝିଅଙ୍କ ଏହି ଜିନିଷକୁ ବହୁତ ପସନ୍ଦ କରନ୍ତି ପୁଅ

ପୁରୁଷମାନେ ମନଖୋଲି ସବୁକଥା କୁହନ୍ତି ନାହିଁ। ମାତ୍ର ମହିଳାମାନେ ସେମାନଙ୍କ କଥା ସହଜରେ କହି ଦେଇଥାନ୍ତି। ସେମାନେ ସହଜରେ କୁହନ୍ତି ଯେ, ସେମାନଙ୍କର ମନରେ କ’ଣ ଅଛି କିମ୍ବା ସେମାନେ କେଉଁ ପ୍ରକାରର ପୁରୁଷଙ୍କୁ ପସନ୍ଦ କରନ୍ତି। ତେବେ ମୁଁହ ଖୋଲି ନ କହିଲେ ମଧ୍ୟ ମହିଳାମାନଙ୍କ ଏହି ଗୁଣ ଦ୍ୱାରା ଅତି ଶୀଘ୍ର ପ୍ରଭାବିତ ହୁଅନ୍ତି ପୁରୁଷ।

ଆତ୍ମନିର୍ଭରଶୀଳତା

ଯେଉଁ ଝିଅ ମାନେ ଆତ୍ମନିର୍ଭରଶୀଳ, ପୁଅମାନେ ସେହି ଆତ୍ମନିର୍ଭରଶୀଳ ଗୁଣକ ପସନ୍ଦ କରନ୍ତି । ଯିଏ ନିଜ କାମ କିପରି କରିବେ ଜାଣନ୍ତି, ନିଜେ ନିଷ୍ପତ୍ତି ନେବାକୁ ସକ୍ଷମ, ସେହି ଝିଅକୁ ପୁଅ ଭଲପାଇ ବସନ୍ତି।

ସକରାତ୍ମକତା
ଯେଉଁ ଝିଅମାନେ ଜୀବନକୁ ସକାରାତ୍ମକ ଢଙ୍ଗରେ ଦେଖନ୍ତି, ପୁଅମାନେ ସେମାନଙ୍କୁ ବହୁତ ଭଲ ପାନ୍ତି। ସକରାତ୍ମକ ମନୋଭାବ ଥିବା ଝିଅ ପୁରୁଷଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରନ୍ତି। ସେମାନେ ପୁରୁଷଙ୍କୁ କିଛି ନୂଆ କରିବାକୁ ଅଟକାନ୍ତି ନାହିଁ । ପୁରୁଷମାନେ ବିରକ୍ତ ହେଲେ ମଧ୍ୟ ଝିଅମାନେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହେବା ପରିବର୍ତ୍ତେ ସମସ୍ୟାରୁ ମୁକ୍ତ କରିବାର ଉପାୟ ଖୋଜନ୍ତି।

ତାଙ୍କ ପରିବାରକୁ ନିଜର ଭାବନ୍ତି

ଯେଉଁ ଝିଅ ପୁଅର ପରିବାରକୁ ତାଙ୍କ ନିଜ ପରିବାର ବୋଲି ଭାବନ୍ତି ପୁଅମାନେ ସେମାନଙ୍କୁ ଅଧିକ ପସନ୍ଦ କରନ୍ତି।

ଚଞ୍ଚଳତା
ଯେଉଁ ଝିଅମାନେ ଚଞ୍ଚଳ ସ୍ବଭାବର ପୁଅ ମାନେ ମୁହଁ ଖୋଲି ନ କହି ପାରିଲେ ମଧ୍ୟ ସେମାନଙ୍କୁ ଅଧିକ ଭଲ ପାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ...

ମଧୁମେହରୁ ମୁକ୍ତି ଦିଏ ଏହି ସାମାନ୍ୟ ପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ...

ଝିଅଙ୍କ ରୁମ୍‌ ତିଆରି କରନ୍ତୁ ଏହି ଦିଗରେ : ଦୂର ହେବ ବିବାହ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ  ଯେତେବେଳେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ...

ଏଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ...

ଘରୋଇ ଉପଚାରରେ ଦୂର କରନ୍ତୁ ବ୍ଲାକ୍‌ହେଡ୍‌ସ

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡ୍‌ସ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌...

ଶୀଘ୍ର କ୍ଷତ ଉପଶମ କରେ ଇଲେକ୍ଟ୍ରୋସ୍ପିନିଂ ଡିଭାଇସ୍‌

ଇସ୍ରାଏଲର ନାନୋମେଡିକ କମ୍ପାନୀ ବିଶ୍ୱର ପ୍ରଥମ ଇଲେକ୍ଟ୍ରୋସ୍ପିନିଂ ଯନ୍ତ୍ର ବିକାଶ କରିଛି । କ୍ଷତ ସ୍ଥାନରେ ଏହି ଡିଭାଇସରେ ଥିବା ଇଲେକ୍ଟ୍ରୋସ୍ପୁନ ମାଟେରିଆଲ ଉପଯୋଗ କରି...

ପନିପରିବାରେ ଭବିଷ୍ୟବାଣୀ

ଭବିଷ୍ୟ ଜାଣିବାକୁ ଅନେକଙ୍କର ଇଚ୍ଛା ଥାଏ। ତେଣୁ କିଏ ହାତ ପାପୁଲିର ରେଖା ଦେଖି ଭବିଷ୍ୟ କହୁଥିବା ଲୋକଙ୍କ ନିକଟକୁ ଯାଆନ୍ତି ତ କିଏ ଟେରୋ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଦହି

ଉଚ୍ଚ ରକ୍ତଚାପ ଯୋଗୁ ଚିନ୍ତିତ ଲୋକଙ୍କ ପାଇଁ ଦହି ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟରୋଲ୍‌ର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ...

Advertisement
Archives

Model This Week