Posted inଫୁରସତ

ବିଦ୍ୟୁତ୍‌ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏକ ବିଜୁଳିତାରରେ ପକ୍ଷୀଟିଏ ଫସିଯାଇଛି। ଏହି ପକ୍ଷୀକୁ ବଞ୍ଚାଇବା ପାଇଁ ହେଲିକପ୍ଟରର ବ୍ୟବହାର କରାଯାଇଛି।

ଭିଡିଓଟିରେ ଏକ ସିଗଲ ପକ୍ଷୀ ବିଦ୍ୟୁତ୍‌ତାରରେ ଲାଗିଯାଇଥିବା ଜଣାପଡ଼ିଛି। ଏହାକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଏକ ହେଲିକପ୍ଟରର ବ୍ୟବହାର କରିଛନ୍ତି। ଜଣେ ବ୍ୟକ୍ତି ହେଲିକପ୍ଟରରେ ଲାଗିଥିବା ଏକ ଷ୍ଟ୍ରକଚର ଉପରେ ବସି ତାରରୁ ପକ୍ଷୀଟିକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ପରେ ବହୁତ ସାବଧାନତାର ସହ ଉଦ୍ଧାରକାରୀ ଟିମ୍‌ର ଏହି ବ୍ୟକ୍ତି ଜଣକ ପକ୍ଷୀଟିକୁ ତାରରୁ ବାହାର କରି ଏକ ବ୍ୟାଗରେ ପୂରାଉଛନ୍ତି। ପରେ ହେଲିକପ୍ଟରଟି ସେଠାରୁ ଚାଲିଯାଉଛି।

ଭିଡିଓଟି ଭାଇରାଲ ହେବା ପରେ ୟୁଜର୍ସମାନେ ଉଦ୍ଧାରକାରୀ ଟିମ୍‌ର କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…

ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...

ସପ୍ତଫେଣୀ ସାପ କାତି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକର କନକାପୁରା ନାମକ ଗାଁର ଲୋକେ ସପ୍ତଫେଣୀ ସାପର କାତି ଦେଖିଥିବା କହିଛନ୍ତି। ଏହି ଗାଁର ଲୋକମାନେ ବୁଧବାର ସକାଳୁ ଏପରି ବିରଳ ସାପ କାତି...

ଶିକ୍ଷକଙ୍କ ମୃତ୍ୟୁ ପରେ ମଧ୍ୟ ୧୮ ମାସ ପର୍ଯ୍ୟନ୍ତ ଆସୁଥିଲା ଦରମା, ଏମିତି ଜଣାପଡ଼ିଲା..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ବି ତାଙ୍କ ଆକାଉଣ୍ଟ ୧୮ ମାସ ଧରି ଦରମା...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାରେ ସମର୍ପିତ ଜୀବନ

ଏକ ପରିବର୍ତ୍ତନ ଆଣିବା ପାଇଁ ଜଣଙ୍କର ଅସୀମିତ ସମ୍ବଳ ରହିବା ଆବଶ୍ୟକ ନାହିଁ। ଏହାକୁ ପ୍ରମାଣିତ କରିଛନ୍ତି ଓଡ଼ିଶାର ୨୪ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା...

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

ମେଷ ରାଶିରେ ସୂର୍ଯ୍ୟ

ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ...

ଏରୋପ୍ଲେନ୍‌ ଘର

ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ...

Advertisement
Archives

Model This Week