Posted inଜାତୀୟ

ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ

କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଦଳ ପରିବର୍ତ୍ତନ କରି କୌଣସି ଇତିହାସ ସୃଷ୍ଟି କରୁନାହିଁ। ଏହା ପୂର୍ବରୁ ମଧ୍ୟ ଅନେକ ବଡ ନେତା ଦଳ ପରିବର୍ତ୍ତନ କରିଛନ୍ତି। ‘ପ୍ଲେଇଙ୍ଗ୍‌-୧୧’ ଟିମ୍‌ରେ ମୋତେ ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ବିଷୟରେ ଜାଣିଛି ଏବଂ ଏହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଚନ୍ତି।
ସେ ଆହୁରି କହିଛନ୍ତି ଯେ ମୁଁ ଗତ ସାତ ବର୍ଷ ଧରି ରାଜନୀତିରେ ଅଛି ଏବଂ ଏଠାରେ ମଧ୍ୟ ଭଲ କରିବା ପାଇଁ ମୋର ଚେଷ୍ଟା କରିବି। ମୁଁ ଭାବିଲି ଟିଏମସିରେ ଯୋଗଦେବା ଜନ କଲ୍ୟାଣ ପାଇଁ ଏକ ଭଲ ସୁଯୋଗ। ମୁଁ ଆସନସୋଲର ଜଣେ ଏମ୍‌ପି, ମୁଁ ବୁଧବାର ଦିଲ୍ଲୀ ଯିବି, ଯଦି ବାଚସ୍ପତି ମୋତେ ସମୟ ଦିଅନ୍ତି, ତେବେ ମୁଁ ସେହି ଦିନ ଏହି ପଦରୁ ଇସ୍ତଫା ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା...

ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ...

୧୫ ମିଟର ମାଟି ତଳେ ଶହୀଦ ସ୍ମାରକ

ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ...

ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ...

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ।...

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ...

Advertisement
Archives

Model This Week