ଥାଇଲାଣ୍ଡ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ିଲା, ୩୧ ନିଖୋଜ-୭୫ ଉଦ୍ଧାର…

ବ୍ୟାଙ୍କକ,୧୯।୧୨ : ଥାଇଲାଣ୍ଡ ନୌସେନାର ଏକ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୧୦୦ ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୧ ଜଣ ନିଖୋଜ ଥିବା ଜଣାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଥାଇଲାଣ୍ଡ ଗଲ୍ଫରେ ପ୍ରବଳ ପବନ ଏବଂ ସମୁଦ୍ର ଲହଡ଼ି ଯୋଗୁଁ ରୟାଲ ଥାଇ ନୌସେନାର ଏଚଟିଏମଏସ ସୁଖୋଥାଇ କର୍ଭେଟ ବୁଡ଼ି ଯାଇଛି। ଉଦ୍ଧାର ପାଇଁ ଜାହାଜ ଏବଂ ହେଲିକପ୍ଟର ନିୟୋଜିତ କରାଯାଇଛି।

ସୂଚନା ପାଇବା ପରେ ରୟାଲ ନୌସେନା ତିନୋଟି ଜାହାଜ ଏବଂ ଦୁଇଟି ହେଲିକପ୍ଟର ପଠାଇ ମୋବାଇଲ ପମ୍ପିଂ ମେସିନ ଦ୍ୱାରା ଯୁଦ୍ଧପୋତରୁ ପାଣି ବାହାର କରିବା କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ପ୍ରବଳ ପବନ ଯୋଗୁଁ ସେମାନେ ବିଫଳ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…

ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା...

ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌...

ଫଟୋ ଶେୟାର କରି ମୋଦିଙ୍କୁ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ବନ୍ଧୁ ନେତନ୍ୟାହୁ

ଜେରୁଜେଲମ,୧୫।୮: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଜଣେ ଭଲ ବନ୍ଧୁ କହିବା ସହ ୭୪ତମ ସ୍ବାଧିନତା ଦିବସର ଶୁଭେଚ୍ଛା...

ସୋମାଲିଆ ହୋଟେଲ ଆକ୍ରମଣର ୩୦ ଘଣ୍ଟା ପରେ ଆୟତ୍ତକୁ ଆସିଲା ସ୍ଥିତି, ଅଲ ଶବାବ ଆତଙ୍କବାଦୀ ଆକ୍ରମଣରେ ୪୦ ମୃତ

ମୋଗାଦିସୁ,୨୧ ।୮: ପୂର୍ବ ଆଫ୍ରିକା ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ସ୍ଥିତ ହୟାତ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା...

ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ।...

ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା

ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି...

କ୍ଲାଉଡରେ ଥିବା ଡାଟାର ସୁରକ୍ଷା ବୃଦ୍ଧି କରିବାକୁ ଘୋଷଣା କଲା ଏପଲ

ୱାଶିଂଟନ,୮ ।୧୨: ଯେଉଁ ବ୍ୟବହାରକାରୀମାନେ କ୍ଲାଉଡରେ ଡାଟା ସଂରକ୍ଷଣ କରୁଛନ୍ତି ସେସବୁ ଡାଟାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଏପଲ ବୁଧବାର ଘୋଷଣା କରିଛି ।...

ସିଞ୍ଜୋ ଆବେଙ୍କୁ ବଞ୍ଚାଇବା ପାଇଁ କରାଯାଉଛି ଶତଚେଷ୍ଟା: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୮।୭: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳିମାଡ ଘଟଣାକୁ ନେଇ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ସିଞ୍ଜୋ...

Advertisement
Archives

Model This Week