କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ଏହି କାରଣରୁ ସେଠାରେ ଦଳଚକଡା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମଝିରେ ମଝିରେ ଆମେରିକା ସୈନ୍ୟ ଆକାଶମାର୍ଗରୁ ଗୁଳିବର୍ଷଣ କରୁଛନ୍ତି। ଆଫଗାନିସ୍ତାନରୁ ଆମେରିକା ନିଜ ଦେଶର ନାଗରିକ ତଥା ସହଯୋଗୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କାବୁଲ ବିମାନବନ୍ଦରରେ ୬,୦୦୦ ସୈନ୍ୟ ନିଯୁକ୍ତ କରିଛି। ତେବେ ହଠାତ୍‌ କାବୁଲ ବିମାନବନ୍ଦରକୁ ତାଲିବାନ ନିଜ ଅକ୍ତିଆରକୁ ନେବା ପରେ ପରିସ୍ଥିତି ଭୟାବହ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

ମସ୍କୋ,୧୩ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କଠାରେ ‘ସ୍ପୁଟନିକ୍‌ ଭି’ ଭାକ୍ସିନର ପ୍ରୟୋଗ କରାଯାଇଛି। ପୁଟିନ ନିଜେ ଏହା ଦାବି କରିବା ପରେ ତାଙ୍କର କେଉଁ...

ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିଲା ଭିଏତନାମ

ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍‌ରେ...

ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ...

ବଢ଼ୁଛି ଯୁଦ୍ଧ ଆଶଙ୍କା: ପୂର୍ବ ୟୁକ୍ରେନରେ ଭୟଙ୍କର ବିସ୍ଫୋରଣ

କାଇଭ୍‌,୧୯।୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରାୟ ସମୟରେ ଆମେରିକା ଯୁଦ୍ଧ ଆଶଙ୍କା କରୁଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି ରୁଷିଆ। ୟୁକ୍ରେନ...

ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ...

ଜିନପିଙ୍ଗ ଶପଥ ଗ୍ରହଣ ଉତ୍ସବ ପାଇଁ ନିଜେ ସ୍ଥିର କରିଛନ୍ତି ନିୟମ…

ବେଜିଂ,୧୫।୧୦ : ଚାଇନା ରାଷ୍ଟ୍ରପତି ଭାବରେ ଶି ଜିନପିଙ୍ଗଙ୍କ ଶପଥ ଗ୍ରହଣ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟି (ସିପିସି) ତାଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରସ୍ତୁତି...

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା...

କ୍ରିଶ୍‌ଙ୍କୁ କ୍ଷମା ମାଗିଲେ ସ୍ମିଥ୍‌

ଓ୍ବାଶିଂଟନ,୩୦ା୩: ଲସ୍‌ ଏଞ୍ଜେଲ୍ସରେ ଆୟୋଜିତ ଓସ୍କାର ସମାରୋହରେ ହୋଇଥିବା ହାଇଡ୍ରାମାକୁ ନେଇ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ କ୍ଷମା ମାଗିଛନ୍ତି। ଏ...

Advertisement
Archives

Model This Week