Tag Archives: water

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ କ୍ରମଶଃ ମୃତ୍ୟୁ ମୁଖକୁ ଚାଲିଯାଉଛି। ୩୦ରୁ ୪୦ ବର୍ଷ ପୂର୍ବେ ଏହି ନଦୀର…

ବଢୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା,୨୩ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ଅଛି। ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଶୁଖିଲା ପଡ଼ିଛିି। ଜନଜୀବନ ପାଇଁ ପାଣି ନାହିଁ। ଜିଲା ପ୍ରଶାସନର ଜନଶୁଣାଣି ଶିବିରରେ ଏପ୍ରକାର ଅଭିଯୋଗ ବଢ଼ିଛାଲିଛି।…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା ପଡ଼ି ରହୁଥିବା ବେଳେ ଏହାକୁ ଉଠା ଯାଉ ନ ଥିବା ଦେଖିବାକୁ ମିଳିଛି।…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ ମହାରାଣୀ ସାଗର ଜଳାଶୟ କେହି ଜଣେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।…

ଡ୍ରେନ୍‌ ଦେଇ ଫଟା ପାଇପ୍‌ରେ ଯାଉଛି ପାଣି, ବ୍ୟାପୁଛି ରୋଗ

ଭଞ୍ଜନଗର,୨୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କେତେକ ସ୍ଥାନରେ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ପାଣିର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେଉ…

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନାଗୁଡ଼ିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଇ ପାରୁ ନ ଥିବାରୁ…

ବଢୁଛି ବାଘୁଆ ଜଳଭଣ୍ଡାର ଜଳସ୍ତର, ତଥାପି ସ୍ଥିତି ନଗଣ୍ୟ

ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଏଇ କିଛି ଦିନ ହେଲା ଲଗାତର ଭାବେ ବର୍ଷା ହେବାରୁ ଏଠାକାର ବାଘୁଆ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୯୧୩.୧୮ ହେକ୍ଟର ମିଟର ଜଳ ଗଚ୍ଛିତ ଥିବା ଜଣାଯାଇଛି। ୩୧୦୦ ହେକ୍ଟର ମିଟର…

ଫୁଲୁଛି ହୀରାକୁଦ, ଚଳିତବର୍ଷ ଖୋଲିବ ସର୍ବାଧିକ ୨୪ ଗେଟ୍‌

ସମ୍ବଲପୁର,୫ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍‌ ଖୋଲାଯାଇ ମୋଟ ୨୦ଟି ସ୍ଲୁଇସ ଗେଟ୍‌ରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ ୧୦ଟି…

ଚିଙ୍ଗୁଡ଼ି ଘେରି ପାଇଁ ପ୍ରଭାବିତ ହେଉଛି ଜଳ, ସ୍ଥଳ

କେନ୍ଦ୍ରାପଡ଼ା,୪ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରେ ହେଉଥିବା ଚାଷ ପାଇଁ ଜଳ ଓ ସ୍ଥଳଭାଗ ପ୍ରଭାବିତ ହେଉଛି। ଜାତୀୟ ଉଦ୍ୟାନ ଭିତରକନିକା ଜୈବ…

ଦିଲ୍ଲୀରେ ଜଳ ସଙ୍କଟ: ମାସିକ ୧୦ ହଜାରରୁ କମ ରୋଜଗାର କରୁଥିବା ଲୋକେ ଆୟର ୧୫% ପାଣି କିଣିବାରେ ଖର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୧୯।୮: ଗ୍ରୀନପିସ ଇଣ୍ଡିଆର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ନିମ୍ନ ଆୟ ବର୍ଗର ପରିବାରମାନେ ଜଳ ସଙ୍କଟ ଓ ବେସରକାରୀ ଜଳ ଯୋଗାଣକାରୀଙ୍କ ଉପରେ ଅଧିକ ନିର୍ଭରଶୀଳ। ‘ଓ୍ୱାଟର ଆକ୍ସେସ ଅଡିଟ: ଗ୍ୟାପ୍ସ, କଷ୍ଟସ ଆଣ୍ଡ ବିଓଣ୍ଡ’ ଶୀର୍ଷକ ଏହି…

ହୀରାକୁଦ ଡ୍ୟାମ୍‌ର ପୁଣି ୨ ଗେଟ୍‌ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ

ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ଜଳଭଣ୍ଡାର ବାମପାଶର୍‌ବର ଆଉ ୨ଟି ସ୍ଲୁଇସ୍‌ ଖୋଲାଯାଇ ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌…

ଇନଭର୍ଟର ବ୍ୟାଟେରୀରେ କେବେ ପକାଇବେ ପାଣି ? ଅଧା ଲୋକ ଜାଣି ନାହାନ୍ତି ସଠିକ୍ ସମୟ, ତେବେ…

ଆଜିକାଲି ପ୍ରାୟ ପ୍ରତ୍ୟେକ ଘର ଏବଂ ଅଫିସରେ ଇନଭର୍ଟର ରଖାଯାଉଛି। ଇନଭର୍ଟର ବିଶେଷକରି ସେହି ଅଞ୍ଚଳରେ ରଖିବାକୁ ପଡ଼େ ଯେଉଁଠି ବାରମ୍ବାର ବିଜୁଳି କାଟ୍‌ ହୁଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଯଦି ଇନଭର୍ଟରର ବ୍ୟାଟେରୀର ସଠିକ ଯତ୍ନ ନିଆଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?