Tag Archives: virat kohli

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ମହଙ୍ଗା ଭାତ, ରୁଟି; ଦାମ୍ ଏତିକି

ମୁମ୍ବାଇ: କ୍ରିକେଟ୍ ସୁପରଷ୍ଟାର୍ ବିରାଟ କୋହଲି, କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ମୁମ୍ବାଇ ଜୁହୁସ୍ଥିତ ପୂର୍ବତନ ବଙ୍ଗଳା ‘ଗୌରୀ କୁଞ୍ଜ’କୁ ତାଙ୍କ ହାଇ-ଏଣ୍ଡ୍ ରେଷ୍ଟୁରାଣ୍ଟ୍ ‘One8 Commune’ ର ଏକ ଆଉଟଲେଟରେ ପରିଣତ କରିଛନ୍ତି। ୨୦୨୨ରେ ଖୋଲାଯାଇଥିବା ଏହି ଆଉଟଲେଟ୍ ଏହାର…

ନିଜେ ତ ଫେଲ୍‌ ହେଲେ, ଏହି ଖେଳାଳିଙ୍କୁ ବି ବୁଡ଼ାଇ ଦେଲେ କୋହଲି,Video ଭାଇରାଲ ପରେ… 

ନୂଆଦିଲ୍ଲୀ,୨୪।୧୦: ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍‌ରେ ପରାଜିତ କରିଥିଲା।…

ଦିନିକିଆକୁ ବାଏ ବାଏ କହିଦେଲେ କି କୋହଲି: ସାଂଘାତିକ କଥା କହିଦେଲେ ଗାଭାସ୍କର

ସିଡନୀ,୨୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଛି। ସେ ଦୁଇଟି ମ୍ୟାଚରେ ଖାତା ମଧ୍ୟ ଖୋଲି ନାହାଁନ୍ତି। ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା କୋହଲିଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ଦ୍ୱିତୀୟ ଦିନିକିଆରେ ସେ ଜାଭିୟର ବାର୍ଟଲେଟ ଦ୍ୱାରା…

କାହିଁକି ଇଂଲଣ୍ଡରେ ଥିଲେ ବିରାଟ କୋହଲି ? ଶେଷରେ ଖୋଲିଲେ ମୁହଁ

ପର୍ଥ,୧୯ା୧: କ୍ରିକେଟ ଜଗତର ମହାନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଫେରିଛନ୍ତି। ପର୍ଥରେ ଟସ୍ ପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ଅଷ୍ଟ୍ରେଲିଆର…

୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ,କୋହଲିଙ୍କ ଖେଳିବା ନେଇ ବଡ ବୟାନ ଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ…

ବିରାଟ କୋହଲି ସାଥି ଖେଳାଳିଙ୍କୁ ବାଡ଼େଇବା…., ରବି ଶାସ୍ତ୍ରୀଙ୍କ ବିସ୍ଫୋରକ ମନ୍ତବ୍ୟ

ମୁମ୍ବାଇ,୧୬ା୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। ୩୬ ବର୍ଷୀୟ କୋହଲି ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ଭାରତ…

ବଡ଼ ଭାଇଙ୍କୁ ନିଜ ପ୍ରପର୍ଟି ଦେଇଦେଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬।୧୦: ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହିତ ପର୍ଥରେ ଅଛନ୍ତି। ଏଠାରେ ଭାରତ ବନାମ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଏହା କୋହଲିଙ୍କ…

ସବୁ ବାଟ ବନ୍ଦ, ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଘରୋଇ ଟୁର୍ନାମେଣ୍ଟ ଖେଳିବେ ରୋହିତ-ବିରାଟ

ମୁମ୍ବାଇ,୧୦।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଜାନୁୟାରୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଅତି କମରେ ତିନୋଟି ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି, ଯଦି ସେମାନେ…

ପଡ଼ିଆରେ ପାଦ ଦେବାମାତ୍ରେ ଇତିହାସ ରଚିଲେ ବୁମରା: ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ…

ନୂଆଦିଲ୍ଲୀ,୧୦।୧୦: ଜସପ୍ରିତ ବୁମରା ତିନୋଟି ଫର୍ମାଟରେ (ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦) ଅତି କମରେ ୫୦ଟି ମ୍ୟାଚ ଖେଳିଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ…

ବିରାଟ, ରୋହିତଙ୍କ ଦିନିକିଆ ଭବିଷ୍ୟତ ଉପରେ ଶୁଭମନ ଗିଲ ଦେଲେ ବଡ ବୟାନ; ଏବେ ଆଉ…

ନୂଆଦିଲ୍ଲୀ,୯।୧୦: ଭାରତ ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରୁଥିବା ବେଳେ, ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟକୁ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ…

ବିରାଟ, ରୋହିତଙ୍କ ଅବସର ଚର୍ଚ୍ଚା: ‘ସେମାନଙ୍କ ସହ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି’

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନେଇ ଚର୍ଚ୍ଚା ମଧ୍ୟରେ ରବିଚନ୍ଦ୍ରନ ଆଶ୍ୱିନ ମତ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୧୯ ଅକ୍ଟୋବରରୁ ଆରମ୍ଭ…

ଭାରତ-ଅଷ୍ଟ୍ରେଲିଆ ସିରିଜ: ଲଣ୍ଡନରୁ ଅଷ୍ଟ୍ରେଲିଆ ଯିବେ ନାହିଁ ବିରାଟ କୋହଲି, ଆସିଲା ବଡ ଖବର

ମୁମ୍ବାଇ,୮।୧୦: ଭାରତୀୟ କ୍ରିକେଟ ଦଳ ଆଗାମୀ ୧୫ ଅକ୍ଟୋବରରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ, ଯେଉଁଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ ଖେଳାଯିବ। ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ଦୁଇଟି ବ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?